ମାଟ୍ରିକ ରେଜଲ୍ଟ – ୯୬.୧୭ ପ୍ରତିଶତ ମାର୍କ ରଖି ଭଦ୍ରକ ଜିଲା ଟପ୍ପର ହେଲେ ସୁବ୍ରତ ନାୟକ

ଭଦ୍ରକ : ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ପାସ୍ ହାର ୯୬.୦୪ ପ୍ରତିଶତ ରହିଛି । ଛାତ୍ରୀଙ୍କ ପାସ୍…

ମ୍ୟାଟ୍ରିକ ଫଳ, ବ୍ଲକରେ ପାସହାର ୯୮%, ୨୧ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ ପାସ, ୧୭ ହାଇସ୍କୁଲରେ  ଫଳ ଶତପ୍ରତିଶଦ, ୫୭୫ ମାର୍କ ହାସଲ କରି ଶୁଭସ୍ମୀତା ରାଉତ ବ୍ଲକ ଟପ୍ପର, ଜିଲ୍ଲାରେ ୨ୟ

ଭଦ୍ରକ : ଚଳିତ ବର୍ଷ ପ୍ରକାଶିତ ମ୍ୟାଟ୍ରିକ ପରୀକ୍ଷା ଫଳ ଭଣ୍ଡାରିପୋଖରୀ ବ୍ଲକରେ ଆଶାନୁରୂପ ହୋଇଛି । ବ୍ଲକର ପାସ ହାର ୯୮ ପ୍ରତିଶଦ ରୁ ଅଧିକ…

ଶିଶୁ ପାଇଁ ଦିନଟିଏ -ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଘୋଷଣା ଉପରେ ଫୋକସ୍‌, ବାଲ୍ୟ ବିବାହ ରୋକିବା ନେଇ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ

ଭଦ୍ରକ : ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଆବାହକତ୍ୱରେ ଭଦ୍ରକ ଜିଲ୍ଲା ସ୍ତରୀୟ ‘ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ବୁଧବାର ଦିନ ଜିଲ୍ଲାପାଳଙ୍କ…

ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ଉ, ପାନୀୟ ଜଳ ବୋତଲ ଉତ୍ପାଦନ ୟୁନିଟ୍ ସିଲ୍‌

ଭଦ୍ରକ : ଭଦ୍ରକ ଗ୍ରାମା ଳ ଥାନା ଅଧୀନ ବରପଦା ଠାରେ ଥିବା ନାୟକ ଏ ରପ୍ରାଜରସ୍‌ର ପାନୀୟ ଜଳ ବୋତଲ ପ୍ରସ୍ତୁତି ଓ ପ୍ୟାକେଜିଂ ୟୁନିଟ୍…

ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ, କୃଷି, ଜୀବନ ଜୀବିକା, ରାସ୍ତା, ସ୍ୱାସ୍ଥ୍ୟ ଉପରେ ଫୋକସ୍‌

ଭଦ୍ରକ : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ…

ବିଷ୍ଣୁପୁର ଗ୍ରାମପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି, ତଦନ୍ତ ପାଇଁ ଜିଲାପାଳଙ୍କ ଠାରେ ଦାବି

ଭଦ୍ରକ : ଭଣ୍ଡାରିପୋଖରୀ ବ୍ଲକ୍‌ର ବହୁ ଗ୍ରାମପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବାର ବିଜେପି ଅଭିଯୋଗ କରିଛି । ଏହି ବ୍ଲକ୍ ଅନ୍ତର୍ଗତ ବିଷ୍ଣୁପୁର…

ଶଯ୍ୟାସାୟୀ ମହିଳାଙ୍କୁ କାମୁଡିଲା ସାପ, ଗୁରୁତର ଅବସ୍ଥାରେ ଚିକିତ୍ସାଧିନ

ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପାଟୁଳି ଗାହାଣସାହିର ମଞ୍ଜୁଲତା ଶିଅଳ(୫୫)ଙ୍କୁ ଆଜି ସକାଳେ ବିଷଧର ସାପ କାମୁଡି ଥିବା ଜଣାଯାଇଛି । ପକ୍ଷାଘାତ…

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କ୍ରିୟାନୁଷ୍ଠାନ କମିଟି ବୈଠକ 

ଭଦ୍ରକ : ଏହି ଜିଲାର ଭଣ୍ଡାରିପୋଖରୀ ବଜାର ହନୁମାନ ମନ୍ଦିର ପରିସରରେ ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ବ୍ଲକସ୍ତରୀୟ ବୈଠକ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା…

କୃଷି ଉଦ୍ୟାନ ପରିଦର୍ଶନ କଲେ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳ

ଭଦ୍ରକ : ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସଂପୋଇ ଗ୍ରାମ ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ସମନ୍ୱିତ କୃଷି ଉଦ୍ୟାନକୁ ଉଚ୍ଚସ୍ତରୀୟ କୃଷି ବିଶେଷଜ୍ଞ ଦଳ ଆଜି ପରିଦର୍ଶନ…

୯ ଦଫା ଦାବି ନେଇ ଚାଷୀ ମୂଲିଆ ସଂଘ ପକ୍ଷରୁ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା

ଭଦ୍ରକ : ୯ ଦଫା ଦାବି ନେଇ ଚାଷୀ ମୂଲିଆ ସଂଘ, ଓଡ଼ିଶା ଭଦ୍ରକ ଜିଲା କମିଟି ପକ୍ଷରୁ ଆଜି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଏକ ବିକ୍ଷୋଭ…