ଗଞ୍ଜାମ ଜିଲ୍ଲାରେ ତିନି ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ, ସ୍ଵାସ୍ଥ୍ୟ ବିଭାଗର ତତ୍ପରତା

ଗଞ୍ଜାମ : ବର୍ଷା ଋତୁ ଆସିଗଲେ ଜନସାଧାରଣ ଏବଂ ସ୍ଵାସ୍ଥ୍ୟ ବିଭାଗର ଚିନ୍ତା ବଢାଇ ଦେଇଥାଏ ଡ଼େଙ୍ଗୁ ରୋଗ । ଚଳିତ ବର୍ଷ ମଧ୍ୟ ଏହାର ପୁନରାବୃତି…

ବହୁ ସାମ୍ବାଦିକ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରୁ ବଞ୍ଚିତ

ଗଞ୍ଜାମ : ଓଡ଼ିଶାର ବହୁ ସାମ୍ବାଦିକ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରୁ ବଞ୍ଚିତ ହୋଇଥିବା ଜଣାପଡିଛି । ସରକାରଙ୍କ ପକ୍ଷରୁ ପ୍ରଦତ ପୋର୍ଟାଲରେ ନିର୍ଦ୍ଦିଷ୍ଟ କେତେକ ଗଣମାଧ୍ୟମର…

କୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର

ଗଞ୍ଜାମ : ଦିଗପହଣ୍ଡି ନିକଟସ୍ଥ ଘୋଡ଼ାହାଡ଼ ଡ୍ୟାମ୍ ଖମାରୀଗାଁ ନିକଟ ସାଗରପଲ୍ଲୀ ନାଳରେ ଗାଧୋଇବା ସମୟରେ ଟୁକୁନା ବେହେରା ନାମକ ଜଣେ ଯୁବକ କୁମ୍ଭୀର ଆକ୍ରମଣରେ ଗୁରୁତର…

ଅଲ୍ ଓଡ଼ିଶା ପେନସନ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଗଞ୍ଜାମ : ଅଲ୍ ଓଡ଼ିଶା ପେନସନ ସଂଘର ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ପୁରୁଣା ପେନସନ ବ୍ୟବସ୍ଥା ପ୍ରଚଳନ କରିବାକୁ ଏକ ଦାବିପତ୍ର ଦକ୍ଷିଣାଞ୍ଚଳ ଆରଡିସିଙ୍କ ଜରିଆରେ…

ନକଲି ଡାକ୍ତର ଗିରଫ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଂଚଳରୁ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୋଲିସ । ଡେଙ୍ଗାଓସ୍ତା ସ୍ଥିତ ତାଙ୍କ ଘରୋଇ କ୍ଲିନିକ୍ ରୁ ତାଙ୍କୁ…

ପଙ୍କଜ ଗୌଡ଼ ହତ୍ୟା ମାମଲା, ଗିରଫଦାରୀ ସଂଖ୍ୟା ୭କୁ ବୃଦ୍ଧି

ଗଞ୍ଜାମ : ଗତ ଜାନୁଆରୀ ୨୦ ତାରିଖରେ ବେଗୁନିଆପଡା ବ୍ଲକ ଅଧ୍ୟକ୍ଷାଙ୍କ ଭଣଜା ପଙ୍କଜ ଗୌଡ଼ଙ୍କୁ ହତ୍ୟା ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା…

ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ମାମଲା : ୨ ଗିରଫ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବନ୍ଥପଲ୍ଲୀ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ମାମଲାରେ ଦିଗପହଣ୍ଡି ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗତ ୪…

ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ୯ ହାଇସ୍କୁଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନିତ

ଗଞ୍ଜାମ : ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ୯ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନିତ (ଅପଗ୍ରେଡେସନ) କରାଯାଇଛି । ସେଗୁଡିକ ହେଲା ସୋରଡ଼ା…

କଳା ବ୍ୟାଚ୍ ପିନ୍ଧି ଗ୍ରାମ୍ୟ କୃଷି କର୍ମଚାରୀଙ୍କ ପ୍ରତିବାଦ

ଗଞ୍ଜାମ : ବିଭିନ୍ନ ଦାବି ନେଇ ଗ୍ରାମ୍ୟ କୃଷି କର୍ମଚାରୀ କଳା ବ୍ୟାଚ୍ ପିନ୍ଧି ଆଜି ଠାରୁ ପ୍ରତିବାଦ ଆରମ୍ଭ କରିଛନ୍ତି । ଗ୍ରାମ୍ୟ କୃଷି କର୍ମଚାରୀ…

ବେଆଇନ ଲିଙ୍ଗ ନିରୂପଣ ଓ ଭୃଣ ହତ୍ୟା ସମ୍ପର୍କରେ ସୂଚନା ଦେଲେ ମିଳିବ ୨୫ ହଜାର ଟଙ୍କା 

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ବେଆଇନ ଲିଙ୍ଗ ନିରୂପଣ ଓ ଭୃଣ ହତ୍ୟା ସମ୍ପର୍କରେ ସୂଚନା ଦେଲେ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନକାରୀଙ୍କୁ ୨୫ ହଜାର ଟଙ୍କା…