ବାଘ ଗୁହାଳ ଭିତରେ ପଶି ଛେଳିମାନଙ୍କୁ ଆକ୍ରମଣ କରିଥିବାରୁ ୪ ଛେଳି ମୃତ୍ୟୁ

ଲାଞ୍ଜିଗଡ ରୋଡ଼ ଠାରେ ବାଘ ଆକ୍ରମଣରେ ୪ଟି ଛେଳି ମୃତ୍ୟୁ | ଛେଳିଗୁହାଳରେ ବାଘ ପଶି ଛେଳିମାନଙ୍କୁ ଆକ୍ରମଣ କରିଛି ଯାହାଦ୍ୱରା ୪ଟି ଛେଳିର ମୃତ୍ୟୁ ଘଟିଛି…

ଦୁଇ ଜଣ ଡ୍ରଗ୍ସ ମାଫିଆଙ୍କୁ ଧରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ !

ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଦିନକୁ ଦିନ ଧଳାଜ ଜହର କାରବାର ବେଧଡ଼କ ଚାଲିଥିବା ଅଭିଯୋଗ ହୋଇଛି | ବାଲେଶ୍ୱରରୁ ସିଧା ସଳଖ ଧାମନଗର ଅଞ୍ଚଳ…

ମତ୍ସଜୀବିଙ୍କ ଜାଲରେ କୁମ୍ଭୀର ଉଦ୍ଧାର, ଭୟରେ ଗ୍ରାମବାସୀ !

ଭଦ୍ରକ ଜିଲ୍ଲା ପଦ୍ମପୁର ପଞ୍ଚାୟତ ସାନ ଅଗାପୁର କଣ୍ଟା ନଦୀରେ ଜାଲ ଦ୍ଵାରା ମାଛ ଧରୁଥିବା ମତ୍ସଜୀବିଙ୍କ ଜାଲରେ ଆଜି ଏକ ୬ ଫୁଟ ଲମ୍ବର କୁମ୍ଭୀର…

ଅନୁଗୋଳ ସଂଯୁକ୍ତା ମୋର୍ଚ୍ଚା ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରରେ ଓଡ଼ିଶା ‘ପୂର୍ବୋଦୟ’ ମିଶନର ପ୍ରୟୋଗଶାଳା ହୋଇଛି । ବିଶ୍ୱର ଅଦ୍ୱିତୀୟ ଜନନେତାଙ୍କ ୯ ବର୍ଷ ଶାସନରେ ହୋଇଥିବା…

ନନ୍ଦିଘୋଷ ରଥକାଠ ଭାଙ୍ଗିଲେ ଅଭିମାନି ମା ଲକ୍ଷ୍ମୀ

ପୁରୀ : ମହାପ୍ରଭୁଙ୍କ ରଥଯାତ୍ରାରେ ମାନବୀୟଲୀଳା ଦେଖିବାକୁ ମିଳିଥାଏ । ଶ୍ରୀଜଗନ୍ନାଥ ଏତେ ବଡ଼ ଘୋଷଯାତ୍ରାରେ ବାହାରି ନିଜ ସ୍ତ୍ରୀ ମା ଲକ୍ଷ୍ମୀଙ୍କୁ ନନେଇ ଭାଇଭଉଣୀଙ୍କୁ ସାଙ୍ଗରେ…

କେନ୍ଦ୍ରର ବିଦ୍ୟୁତ୍ ଶୁଳ୍କ ବ୍ୟବସ୍ଥାର ପରିବର୍ତ୍ତନ : ଝିଣ୍ଟିକା ମାରି ବଣି ପୋଷ : ସମାଜବାଦୀ ପାର୍ଟି

ଭୁବନେଶ୍ୱର : କେନ୍ଦ୍ର ହୁଅନ୍ତୁ ବା ରାଜ୍ୟ ହୁଅନ୍ତ, ବିଦ୍ୟୁତ୍ ଶୁଳ୍କର ଇନ୍ଦ୍ରଜାଲ ଭିତରେ ଗରିବ ଲୋକଙ୍କୁ ଲୁଟ୍ କରି କମ୍ପାନୀକୁ ଫାଇଦା ଦେବାପାଇଁ ବିଜୁଳି ବ୍ୟବସ୍ଥାର…

ରାଜ୍ୟସ୍ତରିୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଗର୍ଜିଲେ ନରସିଂହ

ବଲାଙ୍ଗିର : ବଲାଙ୍ଗିରରେ ବିପର୍ଯ୍ୟୟ ପରିଚାଳନା ପାଇଁ ସରକାରଙ୍କ ଠାରୁ ଲଢେଇ କରି ଅନେକ ଅନୁଦାନ ଅଣାଯାଇଛି । ହଠାତ ମାତ୍ରାଧିକ ବର୍ଷା ଦ୍ଵାରା ଗନ୍ଧ୍ରେଲ ଡ୍ୟାମରୁ…

ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ଗୁଣପୁର ବିଧାୟକ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର : ପତ୍ନୀଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତି ଗମାଙ୍ଗ । ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ୍…