ଛାତ୍ର କଂଗ୍ରେସ ପକ୍ଷରୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବାସଭବନ ଘେରାଉ

ଭୁବନେଶ୍ୱର : ଦରଦାମ୍ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନ ଘେରାଉ କରାଯାଇଛି । ବୁଧବାର ଅପରାହ୍ନରେ…

ରତ୍ନଭଣ୍ଡାର ପ୍ରସଙ୍ଗ : ହାଇକୋର୍ଟଙ୍କ ନୋଟିସ୍ ର ତୁରନ୍ତ ଜବାବ୍ ରଖନ୍ତୁ ରାଜ୍ୟ ସରକାର: ସମୀର ମହାନ୍ତି

ଭୁବନେଶ୍ୱର : ରତ୍ନଭଣ୍ଡାର ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ଆଶା କରୁଛୁ ଜଗନ୍ନାଥପ୍ରେମୀଙ୍କୁ ବହୁ ଶୀଘ୍ର ନ୍ୟାୟ ମିଳିବ ବୋଲି ପୂର୍ବତନ ରାଜ୍ୟ…

ଦେଶ ବିଭାଜନ ଓ ବିସ୍ଥାପନ ସମସ୍ୟା ସମ୍ପର୍କିତ ଆଭାସୀ ପାଠଚକ୍ର

ମାଲକାନଗିରି : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ମାଲକାନଗିରି ଜିଲ୍ଲା ଶାଖାର ସଭାପତି ଡ଼ଃ. ରଞ୍ଜନ କୁମାର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଓ ଶ୍ରୀମତୀ ଆଭାରାଣୀ ବିଶ୍ଵାଳଙ୍କ ସଂଯୋଜନାରେ…

ଖୁଟଗାଁ ଫାଇଭ-ଟି ରୂପାନ୍ତରଣ ହାଇସ୍କୁଲ ଛାତରୁ ଖସୁଛି କଂକ୍ରିଟ ଖଣ୍ଡ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡ ଖୁଟଗାଁ ଫାଇଭ-ଟି ରୂପାନ୍ତରଣ ହାଇସ୍କୁଲର ବିଭିନ୍ନ କୋଠରୀରର ଛାତରୁ କଂକ୍ରିଟ ଖଣ୍ଡ ଖସିବା ଏବେ ନିତିଦିନିଆ କଥା ହୋଇଛି…

ଯୁକ୍ତ ଦୁଇ ବାଣିଜ୍ୟରେ ଜିଲ୍ଲା ଟପ୍ପର, ଉଚ୍ଚ ଶିକ୍ଷା ପାଇଁ ନାହିଁ ସମ୍ବଳ

ମାଲକାନଗିରି : ଝିଅ ଯୁକ୍ତ ଦୁଇ ବାଣିଜ୍ୟରେ ଜିଲ୍ଲା ଟପ୍ପର। କିନ୍ତୁ, ବାପା ମୂଲିଆ। ଆର୍ଥିକ ଅନଟନ ଯୋଗୁଁ ପୂର୍ବରୁ ଦୁଇ ମେଧାବୀ ପୁଅ ଝିଅଙ୍କ ପାଠ…

ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟଙ୍କ ନୋଟିସ, ପରବର୍ତୀ ଶୁଣାଣୀ ଅଗଷ୍ଟ 7ରେ

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ମାମଲାରେ ନେଇ ହାଇକୋର୍ଟରେରେ ଆଜି ଶୁଣାଣୀ ହୋଇଛି । ମାମଲାର ଶୁଣାଣୀ କରି ହାଇକୋର୍ଟ ଜବାବ ରଖିବା ପାଇଁ ପ୍ରତିପକ୍ଷ…

ଭିମସାର ଓ ଏମକେସିଜି ଛାତ୍ର ଗଣ୍ତଗୋଳ ଘଟଣାରେ ମାମଲା ରୁଜୁ, ତଦନ୍ତ ଜାରୀ

ଭୁବନେଶ୍ୱର : ଭିମସାର ଓ ଏମକେସିଜି ଛାତ୍ର ଗଣ୍ତଗୋଳ ଘଟଣା ମାମଲାରେ ଭିମସାର ନିର୍ଦେଶକଙ୍କ ଏତଲା ପରେ ବୁର୍ଲା ଥାନାରେ ମାମଲା ରୁଜୁ ହୋଇଛି । କେଉ…

ନିର୍ବାଚନ ବିଜୟୀ ହେବା ପାଇଁ ଦଳ ଗୌହାଟିରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି –ମୋହନ ମାଝୀ

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନରେ ବିଜୟୀ ହେବା ପାଇଁ ଭାରତୀୟ ଗୌହଟିରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ବୋଲି କହିଛନ୍ତି ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ…

୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା

ସୁବର୍ଣ୍ଣପୁର : ୫-ଟି ସଚିବ ଭି.କେ.ପାଣ୍ଡିଆନ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରି ପାତାଳୀ ଶ୍ରୀକ୍ଷେତ୍ର ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି…

୨୫ ହଜାର ଟଙ୍କାଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ରାଜସ୍ୱ ନିରୀକ୍ଷକ

ମାଲକାନଗିରି : ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ରାଜସ୍ୱ ନିରୀକ୍ଷକ। ୨୫ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ରାଜସ୍ୱ ନିରୀକ୍ଷକଙ୍କୁ ମାଡି ବସିଲା ଭିଜିଲାନ୍ସ…