ପ୍ରବଳ ବର୍ଷା ପାଇଁ ୪ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ
ପ୍ରବଳ ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ବଲାଙ୍ଗୀର, ମୟୁରଭଞ୍ଜ, ସମ୍ୱଲପୁରୀ ଓ ପୁରୀ ଜିଲ୍ଲାକୁ ସତର୍କ ସୂଚନା । ଜିଲ୍ଲାପାଳମାନଙ୍କୁ ସତର୍କ…
Power of Truth
ପ୍ରବଳ ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ବଲାଙ୍ଗୀର, ମୟୁରଭଞ୍ଜ, ସମ୍ୱଲପୁରୀ ଓ ପୁରୀ ଜିଲ୍ଲାକୁ ସତର୍କ ସୂଚନା । ଜିଲ୍ଲାପାଳମାନଙ୍କୁ ସତର୍କ…
ମାଆ ସମ୍ମୁଖରେ ଝିଅ କୁ ବିଷ ପିଆଇ ଦେଲା ଯୁବକ। ଚାଲିଗଲା ନିରୀହ ନାବାଳିକାର ଜୀବନ।ଘଟଣା କୁ ନେଇ ଚାଞ୍ଚଲ୍ୟ। ପୋଲିସ ର ତଦନ୍ତ ଆରମ୍ଭ। ଏଭଳି…
ପାରାଦୀପ ବନ୍ଦରରେ ଥିବା ଜାହାଜ ଏମଭି ଜେଡଏଚଇ ଏଚଆଇକୁ ପାରାଦୀପ ମେରାଇନ ପୋଲିସ ଗିରଫ କରିଛି। ଜାହାଜ ଅକ୍ତିଆରକୁ ନେବାକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟରୁ ନିର୍ଦ୍ଦେଶ ଆସିବା…
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଅଗଷ୍ଟ ୧ ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା…
କଳାହାଣ୍ଡି କୋକସରା ଥାନା ମାଝୀଗୁଡ଼ା ଗାଁରେ ହତ୍ୟାକାଣ୍ଡ। ବୃଦ୍ଧାଙ୍କୁ ଟାଙ୍ଗିଆରେ ଆକ୍ରମଣ ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମାଝୀଗୁଡା ଗ୍ରାମର ୬୦ ବର୍ଷୀୟ…
ହୀରାକୁଦ ଜଳଭଣ୍ଡାରରୁ ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। କିନ୍ତୁ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବାରୁ ୨ଟି ଗେଟ୍କୁ ବନ୍ଦ କରି ଦିଆଯାଇଛି। ଏବେ…
ରାଜ୍ୟର ଅନେକ ସ୍ଥାନରେ ବର୍ତ୍ତମାନ ବର୍ଷା ହେଉଥିବା ବେଳେ ଏହା ଅଗଷ୍ଟ ୪ ପର୍ୟ୍ୟନ୍ତ ଜାରି ରହିବା ବୋଲି ଜଣାପଡିଛି। ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳରୁ ଅତି…
ଆଇପିଏସ୍ ଅଫିସର ରାଜେଶ ପଣ୍ଡିତ ନିଲମ୍ବିତ । ମହିଳା ଇନ୍ସପେକ୍ଟର ଓ ତାଙ୍କ ସ୍ୱାମୀଙ୍କୁ ଅସଦାଚରଣ ଅଭିଯୋଗରେ ଆଇପିଏସ୍ ଅଫିସର ରାଜେଶ ପଣ୍ଡିତଙ୍କୁ ନିଲମ୍ବିତ କରାଯାଇଛି। ଗତକାଲି…
ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ। ବାଲେଶ୍ବର ଜିଲ୍ଲା ମଥାନୀ ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର। ମଥାନୀ…
ଆଜି ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ପାଣି । ରବିବାର ୩ଟି ପର୍ୟ୍ୟାୟରେ ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଖୋଲା ହୋଇଥିଲା । ଏହାପରେ ଆଜି ଦିନ ୧୧ଟା…
ରତ୍ନଭଣ୍ଡାର ମରାମତି ନେଇ ତଦାରଖ କମିଟି ବୈଠକ ଶେଷ ହୋଇଛି । ବୈଠକରେ ଏଏସଆଇ ଓ ୧୫ଜଣିଆ ଉଚ୍ଚସ୍ତରୀୟ କମିଟି ସହ ଆଲୋଚନା ପରେ ବିଭିନ୍ନ ମତକୁ…
ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଅବକାରୀ ଜଏଣ୍ଟ କମିଶନର। ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଉଛି। ଭୁବନେଶ୍ୱର, ସୋନପୁର, ବଲାଙ୍ଗୀର ସମେତ…