କେନ୍ଦୁଝରରେ ବିଷାକ୍ତ ମଦ ନେଉଛି ଜୀବନ : କୋଡିଏରୁ ଉର୍ଦ୍ଧଙ୍କର ଗଲାଣି ଜୀବନ

କେନ୍ଦୁଝର : କେନ୍ଦୁଝରରେ ବିଷାକ୍ତ ମଦ ନେବାରେ ଲାଗିଛି ଲୋକଙ୍କର ଜୀବନ । ଇତି ମଧ୍ୟରେ ବିଷାକ୍ତ ମଦ୍ୟପାନ କରି ୨୦ରୁ ଉର୍ଦ୍ଧ ପୁରୁଷ ଓ ମହିଳାଙ୍କର…

ଖଡଗ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଖର୍ଚ୍ଚ ହେବ ୧୨୬ କୋଟି ଟଙ୍କା

ଭୁବନେଶ୍ୱର : ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ । ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।…

ଏବିଭିପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ ରାଜ୍ୟ ସରକାର

ଭଦ୍ରକ : ଦୀର୍ଘ ୫ ବର୍ଷ ହେବ ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନ ବନ୍ଦ ରହିଛି । ନେତୃତ୍ୱର ଭୃଣ ହତ୍ୟା କରୁଛନ୍ତି ଓଡ଼ିଶା ସରକାର । ବିଭିନ୍ନ…

ଭତାରେ ସୀମିତ ରାମଚନ୍ଦ୍ର ଓ ଗୀତା ମାଝିଙ୍କ ଭାଗ୍ୟ, ଜରାନିବାସ ହିଁ ବିକଳ୍ପ,ସହାୟତା ପାଇଁ ନିବେଦନ

ଭଦ୍ରକ : ଆଦିବାସୀ ସଂପ୍ରଦାୟର ରାମଚନ୍ଦ୍ର ମାଝି(୭୦) ଏବଂ ଗୀତା ମାଝି(୬୮) ବୟସର ଅପରାହ୍ନରେ ଉପନିତ ହୋଇଛନ୍ତି ଦୁହେଁ । ପରିବାର ଥାଇ ମଧ୍ୟ ସେମାନେ ଏବେ…

ଲାଲ ସାହି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ସିଆରସିସିଙ୍କୁ ତାଲା

ଜୟପୁର : ଜୟପୁର ପୌରାଞ୍ଚଳରେ ଥିବା ଲାଲ ସାହୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ପଡିଲା ତାଲା । ଏମିତିକି ସିଆରସିସି ସଂଯୁକ୍ତା ରାଉତଙ୍କୁ ମଧ୍ୟ…

କେନ୍ଦ୍ରୀୟ ମାର୍ଗଦର୍ଶିକା ଆଧାରରେ ଦର ନିର୍ଦ୍ଧାରଣ ହେଉ, ଜିଲାସ୍ତରରେ ଚାଷୀଙ୍କୁ ରିହାତି ମୂଲ୍ୟରେ କୁକୁଡା ଖାଦ୍ୟ ମିଳୁ : କୁକୁଡା ଚାଷୀ ମାଲିକ ସଂଘର ଦାବି

ଭଦ୍ରକ : ରିହାତି ଦରରେ କୁକୁଡା ଖାଦ୍ୟ ଯୋଗାଣ ଓ କୁକୁଡା ଦର ନିୟନ୍ତ୍ରଣ କ୍ଷେତ୍ରରେ କମ୍ପାନିଗୁଡିକର ମନମୂଖୀ ନୀତି ଉପରେ ଅଙ୍କୁଶ ଲଗାଇବା ଲାଗି ରାଜ୍ୟ…

ଶ୍ରୀମନ୍ଦିର ଚାରିଦ୍ୱାରରେ ପ୍ରବେଶ ଅନୁମତି ପାଇଁ ଓକିଲ ସଂଘର ସମର୍ଥନ

ପୁରୀ : ସ୍ଥାନୀୟ ଭକ୍ତମାନଙ୍କୁ ଶ୍ରୀମନ୍ଦିର ଚାରିଦ୍ୱାରରେ ପ୍ରବେଶ ଅନୁମତି ଦେବାପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଚାଲିଥିବା ଦସ୍ତଖତ ଅଭିଯାନରେ ପୁରୀ ଓକିଲ ସଂଘ ସାମିଲ ହୋଇଛି…

ପାଣ୍ଡିଆନ ରାଜ୍ୟର ଛାୟା ମୁଖ୍ୟମନ୍ତ୍ରୀ : ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ନୟାଗଡ ଜିଲ୍ଲାରେ ୫ଟି ସଚିବଙ୍କ ଗସ୍ତକୁ ବିରୋଧ କରିଛନ୍ତି । ସେ କହିଛନ୍ତି, ପାଣ୍ଡିଆନଙ୍କ ଗସ୍ତ ଆଳରେ ସାଧାରଣ…

ବ୍ରାହ୍ମଣୀ ନଦୀ ବନ୍ଧ ରାସ୍ତା ଅବସ୍ଥା ଶୋଚନୀୟ, ଭିତ୍ତି ପ୍ରସ୍ତରର ୩ବର୍ଷ ପରେ ପୁନଃରୁଦ୍ଧାର ହୋଇପାରୁନାହିଁ

ଧର୍ମଶାଳା : ଯାଜପୁର ଜିଲ୍ଲା ବରୀ ଉପଖଣ୍ଡ ଜାରକା ଜଳସମ୍ପଦ ବିଭାଜନ ଅଧିନରେ ଥିବା ବ୍ରାହ୍ମଣୀ ନଦୀ ବନ୍ଧା ମୁଖ୍ୟ ରାସ୍ତା ଅବସ୍ଥା ଦିନକୁ ଦିନ ଶୋଚନୀୟ…