୫-ଟି ଉପକ୍ରମରେ ଗୁପ୍ତେଶ୍ୱର ପୀଠର ହେବ ରୂପାନ୍ତର, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଜୟପୁର :  କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ପୀଠର…

ଗୁପ୍ତେଶ୍ୱର ଠାରେ ଜଳାଭିଷେକ କର ଆଦାୟ ବନ୍ଦ ନ ହେଲେ ହାଇକୋର୍ଟର ଦ୍ୱାରସ୍ଥ ହେବ କମିଟି

ଜୟପୁର : ଗୁପ୍ତେଶ୍ୱର ପୀଠରେ ଜଳାଭିଷେକ କର ଆଦାୟ ବନ୍ଦ କରିବାକୁ ଦାବି କରାଯାଇଛି । ଯଦି ବନ୍ଦ ନକରନ୍ତି ତେବ ହାଇକୋର୍ଟର ଦ୍ୱାରସ୍ଥ ହେବା ସହ…

କେନ୍ଦୁଝର : ଟିପ ଚିହ୍ନ ହିଁ ୬ ବର୍ଷ ପରେ ବି ଭିନ୍ନକ୍ଷମ ପୁଅକୁ ଫେରାଇ ଆଣିଲା ପରିବାର ନିକଟକୁ

କେନ୍ଦୁଝର : ଟିପ ଚିହ୍ନ କେବଳ ଚିହ୍ନଇ ଦେଲା ନାହିଁ  ବରଂ ପରିବାରର  ପୁଅକୁ  ପରିବାର ନିକଟକୁ ଫେରାଇ ଆଣିବାରେ ସକ୍ଷମ ହେଲା । ଏଭଳି ଏକ…

ବିବାହର ୮ ଦିନ ପରେ ଯୌତୁକ ପାଇଁ ନବବଧୂକୁ ମାଡ ମାରି ଘରୁ ତଡିଲେ, ଶ୍ୱଶୁରଘର ଗେଟ୍ ଆଗରେ ବୋହୁର ଧାରଣା

ଭଦ୍ରକ : ଜଣେ ଶିକ୍ଷିତା ସରକାରୀ ଶିକ୍ଷୟିତ୍ରୀ ନିଜର ପୁତ୍ରବଧୂଙ୍କୁ ବାକିଥିବା ଯୌତୁକ ଟଙ୍କା ନଆଣିବାକୁ ନେଇ ବିବାହର ଗୋଟିଏ ସପ୍ତାହ ପରେ ଶାରୀରିକ ଓ ମାନସିକ…

ପଦାରେ ପଡ଼ିଲା ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା, ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ଛାତରୁ ଗଳୁଛି ପାଣି

ଚମ୍ପୁଆ : ସାଧାରଣ ବର୍ଷାରେ ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ଛାତରୁ ପାଣି ଗଳୁଥିବା ଦେଖିବାକୁ ମିଳିଛି କ୍ଷ ଯାହାକି ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଇ…

ଦୋକାନ ଉଚ୍ଛେଦ ନୋଟିସକୁ ବ୍ୟବସାୟୀ ସଂଘର ବିରୋଧ

କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରାଞ୍ଚଳର ନୂଆ ବସଷ୍ଟାଣ୍ଡ ବାଇପାସ ଠାରେ ବର୍ଷ ବର୍ଷ ଧରି କ୍ଷୁଦ୍ର ବ୍ୟବସାୟ କରି ବ୍ୟବସାୟୀ ମାନେ ନିଜ ପରିବାର ପୋଷଣ କରୁଥିବା…

୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ୬୬୨ ବର୍ଗ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସଂଘର ଜିଲ୍ଲା କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ

ବଲାଙ୍ଗିର : ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଜବାହାର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହୋଇଛି । ସେମାନେ ଅନଲାଇନ…

ଶିକ୍ଷୟିତ୍ରୀଙ୍କ ବିଧାରେ ଛାତ୍ର ଗୁରୁତର

ଶିକ୍ଷୟିତ୍ରୀଙ୍କ ମାଡରେ ଗୁରୁତର ଆହତ ହେଲେ ଛାତ୍ର | ଛାତ୍ରଙ୍କୁ ବର୍ତ୍ତମାନ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଛାତ୍ରଙ୍କ ମାଙ୍କ ଅଭିଯୋଗ ମୁତାବକ ଆଜି ସକାଳେ…

ନିର୍ବାଚନ ଆସିଲେ ଓଡ଼ିଶାର ବିକାଶ କଥା ମନେପଡ଼େ- ପ୍ରଦେଶ କଂଗ୍ରେସ ସଭାପତି

ଭୁବନେଶ୍ୱର : ୨୪ ବର୍ଷର ସରକାର, ମାଳ ମାଳ ଯୋଜନା କିନ୍ତୁ ଗୋଟିଏ ବି ଯୋଜନା ସଫଳ ରୂପାୟନ ହୋଇପାରିଲା ନାହିଁ ଏବଂ ଏହାର ସୁଫଳ ରାଜ୍ୟବାସୀ…