ସବ୍‌ରେଜିଷ୍ଟ୍ରାର ଫିଡବ୍ୟାକ୍- ଠାଣିରେ ଟପିଗଲେ ପାଣ୍ଡିଆନଙ୍କୁ!

ବଡ଼ ନୁହେଁ, ଭଲ ଅଫିସର ହୁଅ। ପିପୁଲ୍ସ ଫ୍ରେଣ୍ଡଲି ହୁଅ। ଅଫିସ ଆସୁଥିବା ଲୋକଙ୍କୁ ଭଦ୍ର ବ୍ୟବହାର କର। ସେମାନେ କଅଣ ଚାହୁଁଛନ୍ତି, ତାକୁ ବୁଝି ସମାଧାନ…

ସ୍ୱାମୀକୁ ମର୍ଡର- ଟାଇଲ୍ସ ତଳେ ପୋତିଦେଲା ଶବ

ସ୍ୱାମୀକୁ ମର୍ଡର କଲେ। ମର୍ଡରରେ ପ୍ରେମିକ ସହଯୋଗ କଲା। ଆଉ ଘର ଚଟାଣ ଖୋଳି ଶବକୁ ପୋତିଦେଲେ ଉଭୟ। ଆଉ ତା ଉପରେ ଟାଇଲ୍ ବିଛାଇଦେଇଥିଲେ। କୌଣସି…

ଦୁଷ୍କର୍ମ ମାମଲାରେ ଉଦିତ୍ ଦଳରୁ ସସପେଣ୍ଡ- ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କଲା କଂଗ୍ରେସ

ଜଣେ ଛାତ୍ରୀଙ୍କୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ ମାମଲାରେ ଗିରଫ ହେବା ପରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଦଳ ତୁରନ୍ତ ନିଲମ୍ୱିତ କରିଛି। ଏନଏସୟୁଆଇର…

ଛାତ୍ରୀ ଆତ୍ମହତ୍ୟା ମାମଲା- କିଟ୍ ହିଁ ଦାୟୀ: ୟୁଜିସି ପ୍ୟାନେଲର ଆସିଲା ରିପୋର୍ଟ

କିଟ ବିଶ୍ୱବିଦ୍ୟାଳୟରେ ୨ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ କିଟ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କଲା ୟୁଜିସି। ଛାତ୍ରୀଙ୍କ ମୃତ୍ୟୁ ପଛରେ ଅବୈଧ ଓ ବେଆଇନ କାର୍ଯ୍ୟକଳାପକୁ ନେଇ ଅଙ୍ଗୁଳି…

ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ- ଏକୁଟିଆ ଯାଉଥିଲେ ଛାତ୍ରୀ

ନିମାପଡ଼ାରେ ଅଭାବନୀୟ ଘଟଣା। ଯୁକ୍ତ ଦୁଇ ଛାତ୍ରୀଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ  ଲଗାଇଦେଲେ ୩ ଜଣ ଦୁର୍ବୃତ୍ତ। ଚାଲି ଚାଲି ସାଙ୍ଗ ଘରକୁ ଯାଉଥିବା ସମୟରେ…

୪ ବର୍ଷର ଛୁଆକୁ ଡିଜିଟାଲ ରେପ୍- ସ୍କୁଲ ଭ୍ୟାନ ଡ୍ରାଇଭର ଗିରଫ

୪ ବର୍ଷର ଝିଅକୁ ଡିଜିଟାଲ ରେପ୍। ଆଉ କେହି ନୁହେଁ। ସ୍କୁଲ ଭ୍ୟାନ୍ ଡ୍ରାଇଭର ଏଭଳି ନାରକୀୟକାଣ୍ଡ ଭିଆଇଛି। ଲକ୍ଷ୍ନୌରୁ ଆସିଛି ଏଭଳି ଅଭାବନୀୟ ଘଟଣା। ପିଲାଟି…

ଜମି ଜାଲିଆତିରେ ଭଦ୍ରା- ସତ ନା ରାଜନୈତିକ ପ୍ରତିଶୋଧ!

ଜମି ଦୁର୍ନୀତି ମାମଲାରେ ଫସିଲେ ଭଦ୍ରା। କମ୍ପାନୀ ଖାତାରେ ଥିଲା ମାତ୍ର ଲକ୍ଷେ ଟଙ୍କା। କିନ୍ତୁ ୫୮ କୋଟି ଟଙ୍କାର ଜମିର ଡିଲ୍ ହୋଇଥିଲା। ରବର୍ଟ ଭଦ୍ରାଙ୍କ…

ଅଡ଼ୁଆରେ ବିଚାରପତି-  ଆସିବ ମହାଅଭିଯୋଗ!

ଘରେ ବିପୁଳ ନଗଦ ରଖିବା ମାମଲାରେ ଜଷ୍ଟିସ ବର୍ମାଙ୍କ ଅଡ଼ୁଆ ବଢିଚାଲିଛି। ତାଙ୍କ ବିରୁଦ୍ଧରେ ମହାଅଭିଯୋଗ ପତ୍ର ଆଣିବାକୁ ରାଷ୍ଟ୍ରପତିଙ୍କୁ କରାଯାଇଛି ସୁପାରିଶ। ତେବେ ତାଙ୍କ ବିରୁଦ୍ଧରେ…

ଅଧିକ ରିଟର୍ଣ୍ଣର ପ୍ରଲୋଭନ ଦେଖାଇ ଦେଢ଼ କୋଟି ଠକିଥିଲେ- ଆଜି ପଡ଼ିଗଲେ କ୍ରାଇମବ୍ରାଞ୍ଚ ଜାଲରେ

ଚିଟଫଣ୍ଡ ଆଜି ବି କାୟା ମେଲାଇବସିଛି। କମ୍ ନିବେଶରେ ଅଧିକ ରିଟର୍ଣ୍ଣର ପ୍ରଲୋଭନରେ ପାଲରେ ଆଜି ବି ଲୋକେ ପଡ଼ି ହଇରାଣ ହେଉଛନ୍ତି। ଅନଲାଇନ ଗେମିଂ ପ୍ଲାଟଫର୍ମ…

ଝିଅକୁ ମର୍ଡର କରି ସ୍ୱାମୀକୁ ଫସାଇବା ଷଡ଼ଯନ୍ତ୍ର ଫସର ଫାଟିଲା

ଶାହାରୁଖକୁ ବିବାହ। ଉଦିତ ସହ ପ୍ରେମ। ଆଉ ବିବାଦ ହେବାରୁ ସ୍ୱାମୀକୁ ଫସାଇବାକୁ ନିଜ ଜନ୍ମିତ ଝିଅକୁ ହତ୍ୟା କରିଦେଲା। ଲକ୍ଷ୍ନୌରେ ହତ୍ୟାକାରୀ ମାଆର ବୀଭତ୍ସତାକୁ ନେଇ…

ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ କିରାଣୀ- ବାଲିପାଟଣା ସବରେଜିଷ୍ଟ୍ରାର ଅଫିସରେ ଭିଜିଲାନ୍ସ

ଲାଞ୍ଚ ନେଲାବେଳେ ଧରାପଡ଼ିଲେ ବାଲିପାଟଣା ସବ-ରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ସୁଶାନ୍ତ କୁମାର ସିଂ। ସୁଶାନ୍ତଙ୍କ ସହ ତାଙ୍କ ସହଯୋଗୀ ମହେନ୍ଦ୍ର ସାହୁଙ୍କୁ ବି ଧରିଛି ଭିଜିଲାନ୍ସ।…

ବିହାରରେ ପ୍ରିନ୍ସିପାଲ ପଦବୀ ଲାଗି ଲଟେରୀ!

ପ୍ରିନ୍ସିପାଲ ପଦବୀ ଲାଗି ଲଟେରୀ। ବିହାରରୁ ଆସିଥିବା ଏଭଳି ଅଜବ ନିଯୁକ୍ତିକୁ ନେଇ ଖବର ଚହଳ ପକାଇଛି। କଲେଜ ଅଧ୍ୟକ୍ଷ ନିଯୁକ୍ତି ଲଟେରୀ ଜରିଆରେ ହୋଇଛି। ଏହା…