ସେପ୍ଟିକ ଟାଙ୍କି ସଫେଇ ସମୟରେ ୫ ଶ୍ରମିକ ମୃତ

ମୁମ୍ବାଇ : ମହାରାଷ୍ଟ୍ରର ପରଭଣି ଜିଲ୍ଲା ଅନ୍ତର୍ଗତ ସୋନପେଠ ତହସିଲର ଟାଂଡା ଗ୍ରାମରେ ସେପ୍ଟିକ ଟାଙ୍କି ସଫେଇ ସମୟରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।…

ବଦଳୁଛି ଭାରତର ଶିକ୍ଷା ପ୍ରଣାଳୀ : ପ୍ରଧାନମନ୍ତ୍ରୀ ମୋଦୀ 

ଗାନ୍ଧିନଗର/ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କହିଛନ୍ତି ଯେ, ଏକବିଂଶ ଶତାବ୍ଦୀରେ ସମୟ ଦୃତ ଗତିରେ ବଦଳି ଚାଲିଥିବା ବେଳେ ଭାରତର ଶିକ୍ଷା ପ୍ରଣାଳୀ ବଦଳୁଛି…

ଜି-୭ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ମାନଙ୍କ ବୈଠକ ନିମନ୍ତେ ଜାପାନରେ ପହଂଚିଲେ ଡା. ମନସୁଖ ମାଣ୍ଡଭିୟା

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ମାଣ୍ଡଭିୟା ଜି-୭ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ମାନଙ୍କ ବୈଠକ ନିମନ୍ତେ ଶୁକ୍ରବାର ଜାପାନର ନାଗାସାକି ସହରରେ ପହଂଚିଥିଲେ ।…

ଆନ୍ତର୍ଜାତିକ ନର୍ସ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ତର୍ଜାତିକ ନର୍ସ ଦିବସ ଅବସରରେ ନର୍ସ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ…

ଫ୍ଲୋରେନସ ନାଇଟିଙ୍ଗଲଙ୍କ ଜୟନ୍ତି ପାଳିତ

ଜୟପୁର : ଗତକାଲି ସ୍ୱାସ୍ଥ୍ୟ ସେବାର ପଥ ପ୍ରଦର୍ଶକ ଫ୍ଲୋରେନସ ନାଇଟିଙ୍ଗଲଙ୍କ ଜୟନ୍ତି ଏବଂ ଆର୍ନ୍ତଜାତୀୟ ସେବିକା ଦିବସ ପାଳନ କରାଯାଇଛି । ଜୟପୁର ସ୍ଥିତ ଫ୍ଲୋରେନସ…

ବିଦେଶ ମନ୍ତ୍ରୀ ଜୟଶଙ୍କର ବଙ୍ଗଳାଦେଶ, ସ୍ୱୀଡେନ ଏବଂ ବେଲ୍‌ଜିୟମର ଯାତ୍ରାରେ

ନୂଆଦିଲ୍ଲୀ : ବିଦେଶ ମନ୍ତ୍ରୀ ଡା. ଏସ୍‌. ଜୟଶଙ୍କର ଗୁରୁବାରରୁ ବଙ୍ଗଳାଦେଶ(୧୧-୧୨ ମଇ), ସ୍ୱୀଡେନ(୧୩-୧୫ ମଇ) ଏବଂ ବେଲ୍‌ଜିୟମ୍‌(୧୫-୧୬ ମଇ)ର ଆଧିକାରିକ ଯାତ୍ରା କରିବେ । ବିଦେଶ…

ଏକ ଦିବସୀୟ ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ, ବିଭିର୍ନ ଯୋଜନାର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଆଜି ଗୁଜୁରାଟ ଗସ୍ତରେ ଯାଇ ଅଖିଳ ଭାରତୀୟ ଶିକ୍ଷା ସଂଘର ଅଧିବେଶନରେ ସାମିଲ ହୋଇଛନ୍ତି । ଏହା ପରେ ପ୍ରାୟ…

ଲଗାତର ତୃତୀୟ ଦିନରେ ମଧ୍ୟ ଏନଆଇଏ କାଶ୍ମୀରର କେତେକ ସ୍ଥାନରେ ଚଢ଼ାଉ କରିଛି

ଶ୍ରୀନଗର : ରାଷ୍ଟ୍ରୀୟ ଯାଂଚ ଏଜେନ୍ସି (ଏନଆଇଏ) ଗୁରୁବାର ଦିନ ଲଗାତର ତୃତୀୟ ଦିନରେ ମଧ୍ୟ କାର୍ଯ୍ୟକ୍ରମ ଜାରି ରଖି ଆତଙ୍କବାଦୀ ସହିତ ଜଡ଼ିତ ଥିବା ଏକ…

ଦେଢମାସ ବ୍ୟାପୀ ପାଳିତ ନରିପୁରରେ ଶ୍ରୀରାମ ନବମୀ, ଧୁମ୍‌ଧାମରେ ପାଣିକୁ ଗଲେ ମୂର୍ତି

ଭଦ୍ରକ : ଭଦ୍ରକ ସହର ନରିପୁର ଅସ୍ଥଳ ଗ୍ରାମ ସ୍ଥିତ ମା’ ବୁଢୀ ଜାଗୁଳାଇ ଜାଡ଼ି ବାସୁଳୀ ପାଶ୍ୱର୍ ରାମ ମନ୍ଦିରରେ ଶ୍ରୀରାମ ନବମୀ ମହୋତ୍ସବ ରାମ…

ୟୁନିଟ 2 ସରକାରୀ ଘରେ ଅଗ୍ନିକାଣ୍ଡ। ବାଣ ବିସ୍ଫୋରଣରେ ଅଗ୍ନିକାଣ୍ଡ

ଭୂବନେଶ୍ବର: ୟୁନିଟ 2 ସରକାରୀ ଘରେ ଅଗ୍ନିକାଣ୍ଡ। ବାଣ ବିସ୍ଫୋରଣରେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଊଛି। ତେବେ ନିଆଁକୁ ଖୁବ ଶୀଘ୍ର ଆୟତ୍ତ କରିଥିବା ଅଗ୍ନିଶମ ବାହିନୀ ପକ୍ଷରୁ…