ବାଲିଗୁଡା ପୋଲିସକୁ ବଡ ସଫଳତା , ଲୁଟେରା ଗ୍ୟାଙ୍ଗ ଗିରଫ

Spread the love

ବାଲିଗୁଡା ପୁଲିସକୁ ବଡ ସଫଳତା l ବାଲିଗୁଡା ପାଟ୍ଟଖଣ୍ଡା ସାହିରେ ରୁପା ବେପାରୀଙ୍କ ଠାରୁ ଲୁଟ ଘଟଣାରେ ଲୁଟେରା ଗ୍ୟାଙ୍ଗ ର ଜଣକୁ ଗିରଫ କରିଥିବାବେଳେ ଦୁଇଜଣକୁ ଚିହ୍ନଟ କରିଥିବା ଜଣାପଡିଛି l ତେବେ ଲୁଟ ଘଟଣାକୁ ନେଇ ବାଲିଗୁଡା ଥାନାରେ ଏକ ମାମଲା ୠଜୁ ହୋଇଥିଲା। ବାଲିଗୁଡା SDPO ଦୁଇଟି ଟିମ ଗଠନ କରି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଞ୍ଚଳରୁ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛନ୍ତି । ଜଣକୁ କୋର୍ଟ ଚାଲାଣ କରିଥିବା ସହ ଚିହ୍ନଟ ଅନ୍ୟ ଦୁଇଜଣକୁ ଅତିଶୀଘ୍ର ଧରିବାନେଇ SDPO କହିଛନ୍ତି l ଯବତ ରୁପାକୁ ରୁପା ବେପାରୀ ସନ୍ୟାସୀ ନାୟକକୁ ପୋଲିସ ଫେରସ୍ତ କରିଛି l

Leave a Reply

Your email address will not be published. Required fields are marked *