ବାପାକୁ ଜିଅନ୍ତା ଜାଳିଦେଲା ପୁଅ

Spread the love

ଟିଟିଲାଗଡ଼ ଦରଲୋ ଗାଁରେ ଚାଞ୍ଚଲ୍ୟ। ବାପାକୁ ଜିଅନ୍ତା ଜାଳିଦେଲା ପୁଅ। ଜମି ବାଡ଼ିକୁ କେନ୍ଦ୍ର କରି ଏପରି ଅଘଟଣ ଘଟିଥିବା ସୂଚନା। ମୃତକ ହେଲେ ଦରଲୋ ଗାଁର ଗୋପୀନାଥ ଭରାସାଗର। ନିଜ ପୁଅ ମୋହନ ଭରାସାଗର ହତ୍ୟା କରି ଫେରାର ହୋଇଯାଇଥିବା ବେଳେ ଘଟଣାରେ ତଦନ୍ତ ଆରମ୍ଭ କରିଛି ଟିଟିଲାଗଡ଼ ପୋଲିସ।

Leave a Reply

Your email address will not be published. Required fields are marked *