୧୪୩୦ କେଜି ଗଞ୍ଜେଇ ସହିତ ଗୋଟିଏ ଦେଶୀ ବନ୍ଧୁକ ଜବତ

Spread the love

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ନାଗେଟି ଗ୍ରାମ ନିକଟ ପାହାଡ଼ରୁ ୧୪୩୦ କେଜି ଗଞ୍ଜେଇ ସହିତ ଗୋଟିଏ ଦେଶୀ ବନ୍ଧୁକ ଜବତ । ଦିଲ୍ଲୀ ବ୍ୟବସାୟୀଙ୍କ ନେତୃତ୍ବରେ ଏହି ଅଂଚଳରେ ଗଞ୍ଜେଇ କାରବାର ହେଉଥିବା କୁହାଯାଉଛି। ବ୍ରାହ୍ମଣୀଗାଁ ଥାନା ପକ୍ଷରୁ କେସ ନଂ ୭୧/୨୪ ରୁଜୁ କରା ଯାଇଛି। ଏନେଇ ଥାନା ଅଧିକାରୀ ଚିରଞ୍ଜିବି ବେହେରା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *