୯ ଜଣ ଲେଡି ଲୁଟେରା ଗିରଫ

Spread the love

ଭୁବନେଶ୍ୱର : ମଲକୁ ମଲ ବୁଲି କରୁଥିଲେ ଲୁଟ୍ କରୁଥିବା ୯ ଜଣ ମହିଳା ଲୁଟେରାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ୍ । ଗିରଫ ହୋଇଥିବା ସମସ୍ତ ମହିଳା ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଏହି ମହିଳାମାନେ ସପିଂ ମଲଗୁଡ଼ିକୁ ଗ୍ରାହକ ବେଶରେ ଯାଇ ଜିନିଷ ଚୋରି କରୁଥିଲେ । ପିନ୍ଧା ଲୁଗା ଭିତରେ କସମେଟିକ୍ ଠାରୁ ଆରମ୍ଭ କରି ଖାଦ୍ର ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଚୋରି କରୁଥିଲେ । ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *