୨୦୧୭ ମସିହାରୁ ଫେରାର ଅଭିଯୁକ୍ତ ଗିରଫ

ଜୟପୁର : ଫେରାର ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ବଙ୍ଗାଳିଗୁଡାର ଅଭି ଜାନି ଓରଫ ପରଜା ।

ପୋଲିସର ସୂଚନା ଅନୁଯାଇ, ଜୟପୁର ସଦର ଥାନାରେ ବଙ୍ଗାଳିଗୁଡାର ଅଭି ଜାନି ନାମରେ ୨୦୧୭ ମସିହାରେ ଅପରାଧିକ ମାମଲା ରହିଥିଲା । ସେହି ଦିନ ଠାରୁ ସେ ଫେରାର ଥିବା ବେଳେ ଆଜି ବଙ୍ଗାଲିଗୁଡାରେ ଚଢଉ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜୟପୁର ସଦର ପୋଲିସ ତରଫରୁ ସୂଚନା ଦିଆଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *