ସୁନା ବ୍ୟବସାୟୀ ଦମ୍ପତିଙ୍କୁ ଛୁରା ମାଡ଼

ବଡ଼ବଜାର ଥାନା ଅନ୍ତର୍ଗତ ଗୌଡ଼ ସାହିରେ ଦମ୍ପତିକୁ ଛୁରା ମାଡ଼ । ସୁନା ବ୍ୟବସାୟୀ ଓ ତାଙ୍କ ପତ୍ନୀଙ୍କୁ ଛୁରା ମାଡ଼ କରିଛନ୍ତି ଦୁବୃର୍ତ୍ତ । ଆହତ ସୁନା ବ୍ୟବସାୟୀ ହେଲେ ସତୀଶ କୁମାର ସୁବୁଦ୍ଧି ।ସୂଚନା ଅନୁଯାୟୀ ,ସତୀଶଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି ଦୁବୃର୍ତ୍ତ ।

ତେବେ ସେଠାରୁ ସେମାନଙ୍କୁ ଗୁରୁତର ଅବସ୍ଥାରେ ସତୀଶ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ବଡ଼ବଜାର ଥାନା ପୋଲିସ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *