ବାଘମାରୀ ଥାନା ,ଓସ୍ବାତପୁର-କୋଟପଲ୍ଲା ସୀମା ବିବାଦ । ବଜାରର ୧ କିମି ପରିଧିରେ ଲାଗୁ ହେଲା BNS ୧୬୩ । ଉତ୍ତେଜନା ଥିନାରୁ ଅନିର୍ଦ୍ଦଷ୍ଟ କାଳ ପାଇଁ BNS ୧୬୩ ଲାଗୁ ହୋଇଛି । ସ୍ଥାନୀୟ ଉ.ପ୍ରା ବିଦ୍ୟାଳୟ ୨ ଦିନ ପାଇଁ ଛୁଟି ଘୋଷଣା । ଦୁଇ ଗାଁ ମଧ୍ୟରେ ସୀମା ବିବାଦକୁ ନେଇ ଦୋକାନ ବଜାର ଭଙ୍ଗାରୁଜା ହୋଇଛି । ୧୦ରୁ ୧୫ ଦୋକାନ ଭଙ୍ଗାକୁ ନେଇ ଉତ୍ତେଜନା ଦେଖାଦେଇଛି । ଟେକା ପଥର ମାଡ ହୋଇଛି । ଟେକା ପଥର ମାଡରେ ୨ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now