ମୁଣ୍ଡ ଶରୀରରୁ ଅଧିକ ବୟାନ ଦେଇଥିବା ଗୌହର ଗିରଫ

Spread the love

ହାଇଦ୍ରାବାଦ: ନୂପୁର ଶର୍ମାଙ୍କ ପାଇଁ ମୁଣ୍ଡ ଶରୀରରୁ ଅଧିକ ପରି ବିବାଦିତ ବୟାନ ଦେଇଥିବା ଗୌହର ଚିସ୍ତି ହାଇଦ୍ରାବାଦରୁ ଗିରଫ ହୋଇଛନ୍ତି। ଜୁନ ୧୭ ତାରିଖରେ ଗୌହର ଚିସ୍ତି ଅଜମେର ଦରଗାହରୁ ବାହାରିବା ପରେ ମୁଣ୍ଡ ଦେହଠାରୁ ଅଧିକର ନାରା ଦେଇଥିଲେ। ଏହି ସମୟରେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। କିନ୍ତୁ ଏବେ ପୁଲିସ ହାଇଦ୍ରାବାଦରୁ ତାଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଅଜମେରର ପୁଲିସ ଲମ୍ବା ସମୟରୁ ଗୌହରକୁ ଖୋଜୁଥିଲା। ଯେତେବେଳେ ଗୌହରର ଲୁଚିରହିଥିବା ସୂଚନା ମିଳିଥିବା ମାତ୍ରକେ ପୁଲିସ ତାଙ୍କୁ ଗିରଫ କରିନେଇଛି।

Leave a Reply

Your email address will not be published. Required fields are marked *