ବ୍ରହ୍ମପୁର ସିଟି ହସ୍ପିଟାଲ କାଜୁଆଲଟିରେ ପାନୀୟ ଜଳ ସଙ୍କଟ

Spread the love

ଗଞ୍ଜାମ : ବ୍ରହ୍ମପୁର ସିଟି ହସ୍ପିଟାଲ କାଜୁଆଲଟି (ଇନଡୋର)ରେ ପାନୀୟ ଜଳର ଉତ୍କଟ ଅଭାବ ଦେଖିବାକୁ ମିଳିଛି । ପିଇବା ପାଣି ପାଇଁ ସ୍ଥାନୀୟ କର୍ମଚାରୀ, ରୋଗୀ ଓ ସମ୍ପର୍କୀୟଙ୍କ ଡହଳ ବିକଳ ସ୍ଥିତି । ଫଳରେ ରୋଗୀଙ୍କ ସମ୍ପର୍କୀୟ ବାହାରୁ ବୋତଲ ପାଣି କିଣିବାକୁ ବାଧ୍ୟ ହେଉଛନ୍ତି । ଯାହାକି, ବାଧ୍ୟ ବାଧକତା, ଖର୍ଚ୍ଚାନ୍ତ ଓ ସମୟ ସାପେକ୍ଷ । ବ୍ରହ୍ମପୁର ମହାନଗର ନିଗମ, ଜିଲା ସ୍ୱାସ୍ଥ୍ୟ ବିଭାଗ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *