ବନ୍ଧୁକ ମୁନ ରେ ଲୁଟିନେଲେ 15 କେଜି ରୁ ଅଧିକ ସୁନା

Spread the love

ଜାଯପୁର : ଜାଯପୁର ବ୍ୟାସନଗର ସ୍ଥିତ ଏକ ଗହଣା ଦୋକାନ ରେ ଅଜି ଦିନ ପ୍ରାୟ ସାଢେ ବାରଟା ରୁ ଦୁଇଟା ମଧ୍ୟରେ ସାତ ଜଣ ବନ୍ଧୁକ ଧାରି ଲୁଟେରା ପଶି 15 କେଜି ରୁ ଅଧିକ ସୁନା ଗହଣା ଓ ଟଙ୍କା ଲୁଟି ନେଇଛନ୍ତି । ଲୁଟେରା ମାନେ ବନ୍ଧୁକ ର ଭୟ ଦେଖାଇ ଗ୍ରାହକ ମାନଙ୍କୁ ଧମକାଇବା ସହ ଦୋକାନ କର୍ମଚାରୀ ମାନଙ୍କୁ ମାଡ ମଧ୍ୟ ମାରିଥିଲେ । ଦୋକାନରେ ନିୟୋଯିତ ଥିବା ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକ ମଧ୍ୟ ଭାଙ୍ଗି ଦେଇଥିଲେ । ଏହି ଘଟଣାରେ ଦୁଇ କର୍ମଚାରୀ ଆହାତ ହୋଇଥିବା ସୂଚନା ମିଳିଛି ।  

Leave a Reply

Your email address will not be published. Required fields are marked *