ଭଦ୍ରକ ବସୁଦେବପୁର ବ୍ଲକ ଚିରୋଳ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ୧୫ ବସ୍ତାରୁ ଅଧିକ ଚାଉଳ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଗ୍ରାମବାସୀ ସକାଳ ସମୟରେ ବିଦ୍ୟାଳୟର ମୁଖ୍ୟ ଫାଟକର ତାଲା ଭଙ୍ଗା ଯାଇଥିବା ନେଇ ବିଦ୍ୟାଳୟ ର ନିକଟରେ ରହୁଥିବା ଶିକ୍ଷୟତ୍ରୀଙ୍କୁ ଜଣାଇଥିଲେ । ପ୍ରଧାନ ଶିକ୍ଷକ ଆସି ଚାବି ଭଙ୍ଗା ହେବା ସହିତ ୧୫ ବସ୍ତାରୁ ଅଧିକ ଚାଉଳ ଚୋରି ହୋଇଥିବା ଦେଖି ଥାନାରେ ଅଭିଯୋଗ କରିଛିନ୍ତି । ପୋଲିସ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now