ସହିଦନଗର ଗଣଦୁଷ୍କର୍ମ- ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଗଣଦୁଷ୍କର୍ମ କେସ

ସହିଦନଗର ଗଣଦୁଷ୍କର୍ମ କେସ । ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଗଣଦୁଷ୍କର୍ମ କେସ । କମିଶନରେଟ ପୋଲିସ କୁ ତଦନ୍ତରେ ସହଯୋଗ କରିବ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ । ପୂର୍ବରୁ ଧଉଳି ଗଣଦୁଷ୍କର୍ମ କେସକୁ ମଧ୍ୟ ରେଡ଼ ଫ୍ଲାଗ ଘୋଷଣା କରାଯାଇଥିଲା । ସହିଦନଗର ଗଣଦୁଷ୍କର୍ମ କେସରେ ୨ ଜଣଙ୍କୁ ଗିରଫ କରାଯାଇଛି। ଚାକିରୀ ଦେବାକୁ ଏକ ଭଡା ଘରକୁ ଡାକି ଦୁଷ୍କର୍ମ କରିଥିଲେ ଦୁଇ ଦୁର୍ବୁର୍ତ୍ତ। ଦୁଇ ଅଭିଯୁକ୍ତ ହେଲେ ଖୋର୍ଦ୍ଧା କେରଙ୍ଗ ଅଞ୍ଚଳର ଅକ୍ଷୟ ଦାସ ଓ ମୁକୁନ୍ଦପ୍ରସାଦ ଅଞ୍ଚଳର ସାହିଲ ଖାଁ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *