Ganjamଅପରାଧ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ Shila Ray23/05/202323/05/2023 Spread the love ଗଂଜାମ : ବୁଗୁଡା ଅଂଚଳରେ ଜଣେ ଯୁବତୀକୁ ବିବାହର ପ୍ରତିଶୃତି ଦେଇ ତାକୁ ଦୁଷ୍କର୍ମ କରିବା ଅଭିଯୋଗରେ ବୁଗୁଡା ପୁଲିସ ଅଭିଯୁକ୍ତ ପିଣ୍ଟୁ ବେହରାକୁ ଗିରଫ କରି କୋର୍ଟଚାଲାଣ କରିଛି। ଏ ସଂକ୍ରାନ୍ତରେ ଥାନା କେସ ନଂ ୩୩୯/୨୩ରେ ଏକ ମାମଲା ରୁଜ୍ଜୁ ହୋଇଛି।
୧୩ଟି ମନ୍ଦିରର ପୁନରୁଦ୍ଧାର ପାଇଁ ୫ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁର Spread the loveSpread the loveଗଞ୍ଜାମ : ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳି ହିଞ୍ଜିଳିକାଟୁ ଏବଂ ଶେରଗଡ଼ ବ୍ଲକର ସମସ୍ତ ହାଇସ୍କୁଲକୁ କୋଟି କୋଟି ଟଙ୍କା ବ୍ୟୟରେ…
ମନରେଗା ଓ ପଞ୍ଚଦଶ ଅର୍ଥ କମିଶନ ଯୋଜନାର ବ୍ଲକ ସ୍ତରିୟ ଜନଶୁଣାଣି Spread the loveSpread the loveଗଞ୍ଜାମ : ଶେରଗଡ଼ ପଞ୍ଚାୟତ ସମିତି ସଭାଗୃହରେ ମହାତ୍ମାଗାନ୍ଧି ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା (ମନରେଗା) କାର୍ଯ୍ୟକ୍ରମ ଏବଂ ପଞ୍ଚଦଶ ଅର୍ଥ କମିଶନ ଯୋଜନାର ବ୍ଲକ…
୯ ଦଫା ଦାବି ନେଇ ଉପଖଣ୍ଡ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଠିକା ବିଦ୍ୟୁତ କର୍ମଚାରୀଙ୍କ କଳା ବ୍ୟାଚ୍ ପରିଧାନ କରି ପ୍ରତିବାଦ Spread the loveSpread the loveଗଞ୍ଜାମ – ଗଞ୍ଜାମ ଜିଲ୍ଲା କୋଦଳା ଉପଖଣ୍ଡ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବିକୁ ନେଇ ଠିକା ବିଦ୍ୟୁତ କର୍ମଚାରୀ ମାନେ ଆଜି କଳା…