୨ ହଜାର ଟଙ୍କା ନୋଟ ବଦଳାଇବାକୁ ପରିଚୟପତ୍ର ଦରକାର ନାହିଁ  – ଏସବିଆଇ

Spread the love

ନୂଆଦିଲ୍ଲୀ : ୨ହଜାର ଟଙ୍କିଆ ନୋଟ ବଦଳ ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ସବୁ ସର୍କଲ ଓ ଲୋକାଲ ଅଫିସ ପାଇଁ ସିଜିଏମଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ୨ହଜାର ଟଙ୍କା ନୋଟ ବଦଳାଇବା ପାଇଁ ରିକ୍ୟୁଜିସନ ସ୍ଲିପ ଦରକାର ନାହିଁ । ସେହିପରି ୨ହଜାର ଟଙ୍କା ବଦଳ କରିବା ସମୟରେ କୌଣସି ପରିଚୟପତ୍ର ଦେଖାଇବାକୁ ପଡ଼ିବ ନାହିଁ ବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *