କେଉଁ ବିଭାଗକୁ ମିଳିଲା କେତେ

୨୦୨୫-୨୬ ଆର୍ଥୀକ ବର୍ଷ ପାଇଁ ଉପସ୍ଥାପିତ ହୋଇଛି କେନ୍ଦ୍ରୀୟ ବଜେଟ । ମୋଟ ୫୦ ଲକ୍ଷ ୬୫ ହଜାର ୩୪୫ କୋଟିର ବଜେଟ ଉପସ୍ଥାପନ ହୋଇଛି । କେଉଁ ବିଭାଗ ଭାଗରେ ପଡ଼ିଲା କେତେ ଆସନ୍ତୁ ନଜର ପକାଇବା ।….

-ଋଣ ବାବଦ ଖର୍ଚ୍ଚ ପାଇଁ -୧୨ ଲକ୍ଷ ୭୬ ହଜାର ୩୩୮ କୋଟି

-ପ୍ରତିରକ୍ଷା- ୪,୯୧,୭୩୨ କୋଟି

-ପରିବହନ-୫,୪୮,୬୪୯ କୋଟି

-ଗୃହବିଭାଗ-୨,୩୩,୨୧୧ କୋଟି

-କୃଷି ଓ ଆନୁସଙ୍ଗିକ -୧,୭୧,୪୩୭ କୋଟି

-ଶିକ୍ଷା-୧,୨୮,୬୫୦ କୋଟି

-ଗ୍ରାମ୍ୟ ଉନ୍ନୟନ-୨,୬୬,୮୧୭ କୋଟି

-ନଗର ଉନ୍ନୟନ-୯୬,୭୭୭ କୋଟି

-ଆଇଟି ଓ ଟେଲିକମ-୯୫,୨୯୮ କୋଟି

-ଉର୍ଜ୍ଜା-୮୧,୧୭୪ କୋଟି

-ବାଣିଜ୍ୟ ଓ ଉଦ୍ୟୋଗ-୬୫,୫୫୩ କୋଟି

-ଅର୍ଥ-୬୨,୯୨୬ କୋଟି

-ସାମାଜିକ କଲ୍ୟାଣ-୬୦,୫୨ କୋଟି

-ବୈଦେଶିକ ବ୍ୟାପାର-୨୦,୫୧୭ କୋଟି

-ବିଜ୍ଞାନ ବିଭାଗ-୫୫,୬୭୯ କୋଟି

-ପୂର୍ବୋତ୍ତର ବିକାଶ-୫,୯୧୫ କୋଟି

-ଅନ୍ୟାନ୍ୟ ଖର୍ଚ୍ଚ-୪,୮୨,୬୫୩ କୋଟି

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *