
କଟକ: କଟକ ନିଆଳି ଥାନା ନୂଆ ଦେବୀ ଓ ପୁରୁଣା ଦେବୀ ନଦୀ ସଙ୍ଗମ ସ୍ଥଳ ଅମରପଡା ନଦୀ ପଠାରୁ ଅଜଣା ବ୍ୟକ୍ତର ମୃତଦେହ ଉଦ୍ଧାର। ଦୀର୍ଘ ୫ଦିନ ହେଲା ଶବ ପଡି ରହି ଦୁର୍ଗନ୍ଧରେ ଫାଟି ପଡୁଛି। ଲୋକେ ଯାଆ ଆସ କରିବାରେ ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ମୃତଦେହ ଦେବୀ ନଦୀ ବନ୍ୟାରେ ଭାସି ଆସିଥିବା ସ୍ଥାନୀୟଲୋକେ ଅନୁମାନ କରୁଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।