କୁଏତ ଅଗ୍ନିକାଣ୍ଡ ଘଟଣା । ତିଗିରିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ଗ୍ରାମ ଜନ୍ମ ମାଟିରେ ପହଞ୍ଚିଲା ମହମ୍ମଦ ଜହୁରଙ୍କ ପାର୍ଥିବ ଶରୀର । ତିଗିରିଆ ଛକ ଠାରୁ ଶୋଭାଯାତ୍ରା ବାହାରି ତାଙ୍କ ଗ୍ରାମ ପରିକ୍ରମା କରିବା ସହିତ ବାସଭବନରେ ମରଶରୀର ପହଞ୍ଚିଥିଲା । ଗ୍ରାମରେ ଶୋକାକୁଳ ପରିବେଶ । ବାସଭବନରେ ପହଞ୍ଚି ଶେଷ ଦର୍ଶନ କଲେ ଆଠଗଡ଼ ବିଧାୟକ ତଥା ପ୍ରୋଟେମ ସ୍ପିକର ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now