ବର ପସନ୍ଦ ଆସିଲା ନାହିଁ ବୋଲି ସୁପାରି ଦେଇ ହତ୍ୟା କଲା କନ୍ୟା

ବିବାହ ସ୍ଥିର ହେବା ପରେ ପ୍ରି ଓ୍ବେଡିଂ ଫଟୋ ସୁଟ୍ ହେଲା। ନିର୍ବନ୍ଧ ବି ହେଲା। କିନ୍ତୁ କନ୍ୟାଙ୍କୁ ବର ଆଉ ପସନ୍ଦ ଆସିଲା ନାହିଁ। ତେଣୁ ସେ ବରଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ସଫା କରିବାକୁ ସୁପାରି କିଲରଙ୍କ ସାହାଯ୍ୟ ନେଲା। ଦେଢ଼ ଲକ୍ଷ ଟଙ୍କା ଦେଇ ବରକୁ ହତ୍ୟା କରିବା ଷଡ଼ଯନ୍ତ୍ର ମହାରାଷ୍ଟ୍ରର ପୁଣେରେ ଚର୍ଚ୍ଚା ସୃଷ୍ଟି କରିଛି।

ତେବେ ତଦନ୍ତ ପରେ ୟବତ ପୁଲିସ ଏହି ମାମଲାରେ ସୁପାରି ନେଇଥିବା ପାଞ୍ଚ ଜଣଙ୍କୁ ଗିରଫ କରିଛି। କିନ୍ତୁ ମାଷ୍ଟରମାଇଣ୍ଡ କନ୍ୟା ଫେରାର୍ ହୋଇଯାଇଛି

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *