ଆଜି ବିଶ୍ବ ଖାଦ୍ୟ ନିରପତ୍ତା ଦିବସ ।

Spread the love

ଖାଦ୍ୟ ପ୍ରସ୍ତୁତି , ସଂରକ୍ଷଣ ଯୋଗାଣ ଓ ସେବନ ପଦ୍ଧତି ଜରିଆରେ ପୋଷଣ ଓ ଉତ୍ତମ ସ୍ବାସ୍ଥ୍ୟକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଜୁନ ୭ ତାରିଖରେ ପାଳିତ ହୁଏ ବିଶ୍ବ ଖାଦ୍ୟ ନିରପତ୍ତା ଦିବସ । ଖାଦ୍ୟପେୟପରୁ ସୃଷ୍ଟି ରୋଗ ଗୁଡିକର ପ୍ରତିରୋଧକ ସହ ମଧ୍ୟ ଖାଦ୍ୟ ନିରପତ୍ତା ସମ୍ପର୍କ ରହିଛି । ଖାଦ୍ୟରେ ଥିବା ନିର୍ଦ୍ଦିଷ୍ଟ ରୋଗ ବାହକ ଓ ବିଷାକ୍ତ ପଦାର୍ଥ ସ୍ବାସ୍ଥ୍ୟ ପ୍ରତି ବିପଦର କାରଣ ହୋଇପାରନ୍ତି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ , ଖାଦ୍ୟପେୟରୁ ଉତ୍ପନ୍ନ ରୋଗ ଯୋଗୁ ପ୍ରତି ବର୍ଷ ପ୍ରାୟ ୪ ଲକ୍ଷ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଖାଦ୍ୟ ମାନକକୁ ବଜାୟ ରଖିବାର ଗୁରୁତ୍ବ ଉପରେ ଆଲୋକପାତ କରିବା ଏହି ଦିବସର ଉଦ୍ଦେଶ୍ୟ । ଚଳିତ ବର୍ଷ ଏହି ଦିବସର ବଷୟ ରହିଛି ଖାଦ୍ୟ ନିରପତ୍ତା ଅପ୍ରତ୍ୟାଶିତ ପାଇଁ ପ୍ରସ୍ତୁତ ରୁହ ।

Leave a Reply

Your email address will not be published. Required fields are marked *