ଭାରତ-ଚୀନ ମଧ୍ୟରେ ଆଲୋଚନା

ଆଜି ଭାରତ ଚୀନ ମଧ୍ୟ୍ୟରେ ସୀମା ବିବାଦ ନେଇ ଆଲୋଚନା ହେବ । ଏଲଏସି ନିଜ ଅଞ୍ଚଳକୁ ସେନା ଫେରାଇ ନେଇ ଚାଲିଥିବା ପ୍ରକିୟାକୁ ତ୍ବରାନିତ କରିବା ପାଇଁ ଦୁଇ ପକ୍ଷଙ୍କ ମଧ୍ୟ୍ୟରେ ଆଲୋଚନା ହେବ। ଦୁଇ ଦେଶ ସମ୍ପର୍କରେ ସୁଧାର ପାଇଁ ଏହା ନିହ୍ୟାତି ଆବଶ୍ୟକ ବୋଲି କିଛି ଦିନ ତଳେ ବିଦେଶ ମନ୍ତ୍ରୀ ୱାଙ୍ଗ ୟି ସୁଚନା ଦେଇଥିଲେ । ଏଥି ସହ ଏସ୍. ଜୟଶଙ୍କର ଙ୍କ ସହ ଆଲୋଚନା କରିଥିଲେ। ପୁର୍ବ ଲଦାଖରେ ଚାଲିଥିବା ସୀମା ବିବାଦ ଉଭୟ ଦେଶର ସମ୍ମାନଙ୍କୁ ରକ୍ଷା କରି ସମାଧଆନ ହେବା ନିହାତି ଆବଶ୍ୟକ। କାରଣ ସୀମା ବିବାଦ ଜାରି ରହିଲେ ଦୁଇ ଦେଶର ସ୍ବାର୍ଥହାନୀ ସହ ଅନେକ ସମସ୍ୟା ସୃଷ୍ଟି ହେଉଥିବା ଚୀନ ପକ୍ଷରୁ କୁହାଯାଇଛି। ଏଲଏସିରେ ଭାରତ ଓ ଚୀନ ମୁହାଁମୁହିଁ ଦେହାପରେ ଦୁଇ ସେନୀ ସୀମାର ଅତି ନିକଟରେ ଡେରା ପକାଇଥିଲେ ପରେ ବିଭିନ୍ନ ପର୍ଯ୍ୟାୟରେ ସେମନା ପ୍ରତ୍ୟାହାର ଆରମ୍ଭ ହୋଇଛି ।

 ସ୍ମରଜିତ୍ ଆର୍ଯ୍ୟ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *