ବାଲେଶ୍ବରରେ ୧୪୪ ଧାରା ଲାଗୁ

Spread the love

ବାଲେଶ୍ୱରରେ ଶୂନହଟରେ ଉତେଜନ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । କଥା କଟାକଟିରୁ ମାରପିଟ୍ ପର୍ଯ୍ୟନ୍ତ ପହଂଚିଲା ମାମଲା । ଘଟଣା ସ୍ଥଳରେ ବ୍ୟାପକ ଭଙ୍ଗାରୁଜା । ସ୍ଥିତି ନିୟନ୍ତ୍ରଣ କରିବାକୁ ଶୂନହଟରେ ୧୪୪ ଧାରା ଲାଗୁ । ଦୁଇ ପକ୍ଷର ଗଣ୍ଡଗୋଳରେ ଉତେଜନା ମୂଳକ ସ୍ଥିତି । ଗୋଷ୍ଠୀ ସଂଘର୍ଷରେ ଜଣେ ପୋଲିସ କର୍ମଚାରୀ ଆହତ । ପୁରା ଅଂଚଳରେ ପୋଲିସ ଛାଉଣୀ ହେବା ସହ ଏସ୍ପି ସାଗରିକା ନାଥ ମଧ୍ୟ ଉପସ୍ଥିତ ।

Leave a Reply

Your email address will not be published. Required fields are marked *