ପୋଖରୀରେ ଭାସୁଛି ଅଜଣା ଯୁବତୀଙ୍କ ମୃତ୍ୟୁ ଦେହ

Spread the love

ବାଲେଶ୍ଵର ଜିଲା ଔପଦା ଥାନା ଅଧିନସ୍ଥ ତଳିକିଆ ଗାଁ ପୋଖରୀ ରେ ଜଣେ ଅଜଣା ଯୁବତୀଙ୍କ ମୃତ୍ୟୁ ଦେହ ପୋଖରୀରେ ଭାସୁଥିବାର ଦେଖିବାକୁ ମିଳିଛି | ଏହା ହତ୍ୟା ନା ଆତ୍ମହତ୍ୟା ଏହାର କାରଣ ଅସ୍ପଷ୍ଟ ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ମାନଙ୍କ ଭିଡ଼ ଜମୁଛି ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନାହିଁ ପୋଲିସ ପହଞ୍ଚି ତଦନ୍ତ କଲା ପରେ ଘଟଣା ସତ୍ୟାସତ୍ୟ ଜଣା ପଡିବ ବୋଲି ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *