IAS ଅଧିକାରୀ ପୂଜା ଖେଡକରଙ୍କ ଟ୍ରେନିଂ ସ୍ଥଗିତ

ପୂଜା ଖେଡକରଙ୍କ ଉପରେ ଆକ୍ସନ । ଚାକିରୀରୁ ଫେରାଇ ଆଣିବାକୁ ନିର୍ଦ୍ଦେଶ । ଟ୍ରେନିଂ ବାତିଲ କଲେ କେନ୍ଦ୍ର ସରକାର । ତୁରନ୍ତ ମସୁରୀ କ୍ୟାମ୍ପକୁ ଆସିବାକୁ ନିର୍ଦ୍ଦେଶ । ନିକଟରେ ଭିଆଇପି ଷ୍ଟାଟସ ମାଗିବା ସହ ପଦବୀର ଦୂରୁପୋଯୋଗ ଅଭିଯୋଗରେ ଖେଡକରଙ୍କୁ ବଦଳି କରାଯାଇଥିଲା । ଆଗକୁ ଟ୍ରେନିଂ ନେଇ ପାରିବେନି ପୂଜା ଖେଡକର । ବିବାଦ ମଧ୍ୟରେ ପ୍ରୋବେସନାରୀ ଆଇଏସ ଅଧିକାରୀ ପୂଜା ଖେଡକରଙ୍କ ଟ୍ରେନିଂ କୁ ସ୍ଥଗିତ ରଖାଯାଇଛି । ପ୍ରଶାସନିକ ସେବା ପରୀକ୍ଷାରେ ସାର୍ଟିଫିକେଟ ଜାଲିଆତିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ତାଙ୍କ ପ୍ରଶକ୍ଷଣଙ୍କୁ ସ୍ଥଗିତ କରିଦିଆଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *