ଆସନ୍ତା ୧୭ ରେ ଖୋଲିବ ସ୍କୁଲ । ସପ୍ତାହେ ପୂର୍ବରୁ ହେବ ପ୍ରସ୍ତୁତି । ଶ୍ରେଣୀଗୃହରୁ ଶୌଚାଳୟ ପରିସ୍କାର କରିବାକୁ ନିର୍ଦ୍ଦେଶ । ଶ୍ରେଣୀ ଗୃହ , କ୍ୟାମ୍ପସ ସଫ କରିବା ସହ କଟାଯିବ ଅନାବନା ଘାସ । ଯାଞ୍ଚ ହେବ ମଧ୍ୟାହ୍ନ ଭୋଜନ ସାମଗ୍ରୀ , ପାନୀୟ ଜଳକୁ ଗୁରୁତ୍ବ । ସ୍କୁଲ ଖୋଲିବାର ଦିନକ ପୂର୍ବରୁ ଆସିବେ ପାଚିକା ଓ ସହାୟିକା । ତେବେ ସମସ୍ତ ଡିଇଓଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now