ଜାତୀୟ

ଦକ୍ଷିଣ ୨୪ ପ୍ରଗଣାର ବଜବଜରେ ବାଣ ବିସ୍ଫୋରଣରେ ୩ ମୃତ

କୋଲକାତା : ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାର ବଜବଜ ଅଞ୍ଚଚଳରେ ରବିବାର ବିଳମ୍ବିତ ରାତିରେ ଏକ ଘରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତଙ୍କ ମଧ୍ୟରେ ଜଣେ ନାବାଳକ ରହିଛି । ଦୁଇ ମୃତକଙ୍କ ପରିଚୟ ମିଳିଛି । ଜଣକର ନାମ ପମ୍ପା ହାତୀ ଏବଂ ଅନ୍ୟ ଜଣକର ନାମ ଜୟଶ୍ରୀ ହାତୀ ବୋଲି ଜଣାପଡିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ରାଜ୍ୟର ମେଦିନିପୁର ଜିଲ୍ଲାର ଏଗରାରେ ବାଣ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା

Related Articles

Leave a Reply

Your email address will not be published.

Back to top button