ଜାତୀୟ

ଏନ୍ ଭିଟାଲଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୂର୍ବତନ ପ୍ରଶାସନିକ ଅଧିକାରୀ ଏନ୍ ଭିଟାଲଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ଶ୍ରୀ ଏନ୍ ଭିଟାଲଙ୍କୁ ଜଣେ ଦକ୍ଷ ସରକାରୀ କର୍ମଚାରୀ ଭାବେ ସ୍ମରଣ କରାଯିବ, ଯିଏ କି ବିଭିନ୍ନ କ୍ଷେତ୍ରରେ ଭାରତର ଅଭିବୃଦ୍ଧି ପଥକୁ ସମୃଦ୍ଧ କରିଥିଲେ । ଗୁଜରାଟରେ ଥିବା ବେଳେ ମଧ୍ୟ ସେ ରାଜ୍ୟର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ପରଲୋକରେ ଦୁଃଖିତ ଏବଂ ତାଙ୍କ ପରିବାରକୁ ସମବେଦନା । ଓମ୍ ଶାନ୍ତି ।’

Related Articles

Leave a Reply

Your email address will not be published.

Back to top button