ପ୍ରଧାନମନ୍ତ୍ରୀ ମୋଦୀ ମନ କି ବାତର ୧୦୧ ତମ ଏପିସୋଡ ପାଇଁ ପରାମର୍ଶ ମାଗିଲେ

Spread the love

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ କାର୍ଯ୍ୟକ୍ରମର ୧୦୧ ତମ ଏପିସୋଡ ପାଇଁ ପରାମର୍ଶ ଦେବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି । ସେ ଏଥି ପାଉଁ ଲିଙ୍କ ଓ ଫୋନ ନମ୍ବର ଶେୟାର କରିଛନ୍ତି ଯେଉଁଥିରେ ଲୋକ ମାନେ ସେମାନଙ୍କର ବହୁମୂଲ୍ୟ ପରାମର୍ଶ ପ୍ରଦାନ କରି ପାରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି କହିଛନ୍ତି ଯେ ଆଗାମୀ ୨୮ ତାରିଖରେ ପ୍ରସାରିତ ହେବାକୁ ଥିବା ମନ କି ବାତ କାର୍ଯ୍ୟକ୍ରମ ପାଇଁ ଆପଣଙ୍କର ବହୁମୂଲ୍ୟ ପରାମର୍ଶର ପ୍ରତୀକ୍ଷା କରିଛି । ନିଜର ବାର୍ତା ୧୮୦୦-୧୧-୭୮୦୦ରେ ରେକର୍ଡ କରନ୍ତୁ କିମ୍ବା ନମୋ ଆପ ବା ମାଇଁ ଗଭରେ ଲେଖନ୍ତୁ ।

Leave a Reply

Your email address will not be published. Required fields are marked *