ଆଜି ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ

ଆତ୍ମହତ୍ୟା ଜୀବନର ଏକ ଅନ୍ତିମ ଘୃଣ୍ୟ ନିଷ୍ପତ୍ତି। କାହା ପ୍ରରୋଚନାରେ ହେଉ କିମ୍ବା କୌଣସି ଦୋଷ-ଦୁର୍ବଳତା କାରଣରୁ ନିଜକୁ ନିଜେ ମାରିଦେବା ଏକ ଅପରାଧ। ଏହା ଭୁଲ୍, ଘୃଣ୍ୟ ଆଉ ହିଂସ୍ର ବୋଲି ଜାଣି ମଧ୍ୟ ଅନେକ ଏପରି ଚରମ ନିଷ୍ପତ୍ତି ନିଅନ୍ତି। ଏହା କେବଳ ଜଣେ ବ୍ୟକ୍ତିର ଜୀବନ ନେଇଯାଏନି କି ପରିବାରକୁ ଶୋକସନ୍ତପ୍ତ କରିଦିଏନି, ବରଂ ଏକ ସୁସ୍ଥ ସମାଜ ଉପରେ କୁପ୍ରଭାବ ପକାଏ।ତେଣୁ ସମାଜରେ ସୁସ୍ଥ ବାତାବରଣ ବଜାୟ ରଖିବା ଏବଂ ଆତ୍ମହତ୍ୟାକୁ ରୋକିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ପାଳନ କରାଯାଏ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *