ଚିଟିଂ କରିଥିଲେ, ତେଣୁ ଅଲିମ୍ପିକ୍ସରେ ଦଣ୍ଡ ମିଳିଲା

ଚିଟିଂ କରିଥିଲେ। ତେଣୁ ଅଲିମ୍ପିକ୍ସରେ ଦଣ୍ଡ ମିଳିଲା। ଭଗବାନ ତାଙ୍କୁ ଦଣ୍ଡ ଦେଲେ।’ ଆଜି ଏଭଳି କିଛି କହି ଷ୍ଟାର ରେସ୍‌ଲର୍‌ ଭିନେଶ ଫୋଗାଟ ବିରୋଧରେ ଅଭିଯୋଗ ଆଣିଛନ୍ତି ପୂର୍ବତନ ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହ।

ଶୁକ୍ରବାର ଭିନେଶ କଂଗ୍ରେସରେ ସାମିଲ୍ ହେବା ପରେ ଦଳ ତାଙ୍କୁ ହରିୟଣା ବିଧାନସଭା ପାଇଁ ପ୍ରାର୍ଥୀ କରିଛି । ଏହାପରେ ବ୍ରିଜ ଭୂଷଣ କଂଗ୍ରେସର ବରିଷ୍ଠ ନେତା ଓ ଭିନେଶଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ‘ଅଲିମ୍ପିକ୍ସରେ ଭିନେଶ ଫୋଗାଟ ଚିଟିଂ ବା ହେରଫେର କରିଛନ୍ତି। ଏଥିପାଇଁ ତାଙ୍କୁ ପଦକ ମିଳିଲା ନାହିଁ। ଭଗବାନ ତାଙ୍କୁ ଦଣ୍ଡିତ କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *