୨ ନିଖୋଜ ନାବାଳିକା ଉଦ୍ଧାର

Spread the love

ଜୟପୁର : ଦୁଇ ନିଖୋଜ ନାବାଳିକାକୁ ଉଦ୍ଧାର କରିଛି ଜୟପୁର ଟାଉନ ପୋଲିସ । ନାବାଳିକା ଦୁଇ ଜଣ ନିଖୋଜ ହୋଇଥିବା ନେଇ ଜୟପୁର ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ଜଣେ ନାବାଳିକାକୁ ବସଷ୍ଟାଣ୍ଡରୁ ଅନ୍ୟ ଜଣେ ନାବାଳିକାକୁ ବାଇପାସ ରୋଡରୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଟାଉନ ଥାନା ଅଧିକାରି ସମ୍ବିତ କୁମାର ବେହେରା ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *