କାଳ ବୈଶାଖୀକୁ ନେଇ ସବୁ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି – ରାଜସ୍ୱ ମନ୍ତ୍ରୀ

Spread the love

ଭୁବନେଶ୍ୱର : ଗତକାଲି ହୋଇଥିବା କାଳ ବୈଶାଖୀକୁ ନେଇ ସବୁ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ।

ସାମ୍ବାଦିକ ମାନଙ୍କର ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରେ ସେ ସହିଛନ୍ତି ଯେ ସେମାନେ ରିପୋର୍ଟ ମଧ୍ୟ ଦେଇ ସାରିଲେଣି । ଖୁବଶୀଘ୍ର କ୍ଷୟକ୍ଷତି ରିପୋର୍ଟ ପ୍ରକାଶ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *