ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ଅପରାଜିତା

Spread the love

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ କରିଛନ୍ତି । ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଅଛନ୍ତି ।

ଅପରାଜିତା ଷଡଙ୍ଗୀ ଟ୍ୱିଟ କରି କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ କରି ଭାରତୀୟ ଭେଟେରାନ ଅର୍ଗାନାଇଜେସନ, ଓଡିଶା ପକ୍ଷରୁ ଦିଆଯାଇଥିବାର ଆପତ୍ତି ଅଭିଯୋଗ ସମ୍ପର୍କରେ ଆଲୋଚନା କଲି । ସେ ଏହି ପ୍ରସଙ୍ଗ ଉପରେ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଲେ । ଅନେକ ବିଭିନ୍ନ ପ୍ରସଙ୍ଗରେ ମୁଁ ତାଙ୍କର ମାର୍ଗଦର୍ଶନ ଲୋଡିଲି ।

Leave a Reply

Your email address will not be published. Required fields are marked *