ଗଣତନ୍ତ୍ର ଅବ୍ୟବସ୍ଥା ଭିତରେ ଅଛି : ତାରାପ୍ରସାଦ

ଗଣତନ୍ତ୍ର ଅବ୍ୟବସ୍ଥା ଭିତରେ ଅଛି । ଗଣମାଧ୍ୟମର ସହଯୋଗ ମିଳିବ ବୋଲି ବିଶ୍ୱାସ ରହିଛି ମୁଖ୍ୟମନ୍ତ୍ରୀ ଗୃହରେ ଉପସ୍ଥାପନ କଲେ ଯଦି ବିରୋଧୀ ଗୋଟିଏ ପ୍ରସଙ୍ଗ ଉପରେ ପ୍ରସ୍ତାବ ଦେବ ସେବେ ଆମେ ଗୃହ କମିଟି କରିବୁ । ବିଧାନସଭା ଚଲେଇବା ସରକାରୀ ଦଳର କାର୍ଯ୍ୟ ରାଜ୍ୟ ସରକାର ଇତିହାସ କଲେ କଂଗ୍ରେସ ସବୁ ବିଧାୟକଙ୍କୁ ବାହାର କରି । ବିଜେଡି ସମ୍ପୂର୍ଣ ଭାବେ ବିଜେପିକୁ ସହଯୋଗ କଲା ,ବିଜେପି ବିଜେଡିର ସହାୟତା ନେଲା ,ସେମାନେ ପ୍ରମାଣିତ କଲେ ବିଜେଡି ବିଜେପି ଏକ ବୋଲି । ଆମେ ବାହାରୁ ପ୍ରଶ୍ନ କରୁଛୁ ରାଜ୍ୟରେ କେତେ ନାବାଳିକା ଗର୍ଭବତୀ ହୋଇଛନ୍ତି ତାର ଉତ୍ତର ଦିଅନ୍ତୁ। କଂଗ୍ରେସ ଦଳର ସ୍ପଷ୍ଟ ମତ ରହିଛି ଗାନ୍ଧୀଙ୍କ ଆଦର୍ଶରେ କଂଗ୍ରେସ ଅନୁପ୍ରାଣିତ । ଯେଉଁମାନେ ଗଣ୍ଡଗୋଳ କଲେ ସେମାନେ କଂଗ୍ରେସ କର୍ମୀ ନୁହନ୍ତି ,କଂଗ୍ରେସ କେବେ ପୋଲିସ ସାଙ୍ଗେ ଲଢେଇ କରିବାକୁ ଚାହେଁନି ।କଂଗ୍ରେସ ନିଷ୍ପତି ନେଇଛି ଶାନ୍ତିର ବାତାବରଣ ରଖିବା । ପୋଲିସ ଆକ୍ରୋଶମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନେଲେ ଆମେ ଚୁପ ରହିବୁ ନାହିଁ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *