ବାଲେଶ୍ୱର ଏସପିଙ୍କ ବାପା ମାଙ୍କୁ ଆକ୍ରମଣ ଘଟଣା, ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି : ଡିସିପି

Spread the love

ଭୁବନେଶ୍ୱର : ବାଲେଶ୍ୱର ଏସପି ସାଗରିକା ନାଥଙ୍କ ବାପା ଓ ମା’ଙ୍କ ଉପରେ ଲୁଟେରାଙ୍କ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରିଛି ବାଲେଶ୍ୱର ପୋଲିସ ବିଭାଗ । ଲୋକେସନରୁ ଗୋଟିଏ ଚୋରା ବାଇକ ମିଳିଛି । ପୋଲିସ ସେମାନଙ୍କ ନିକଟରେ ଖୁବ ଶୀଘ୍ର ପହଞ୍ଚିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଘଟଣା ନେଇ ଭରତପୁର ଥାନାରେ ଅଭିଯୋଗ ହେଇଛି । ଭରତପୁର ଥାନା ଆଇଆଇସି ନିଜେ ମାମଲାର ତଦନ୍ତ କରୁଛନ୍ତି ।

Leave a Reply

Your email address will not be published. Required fields are marked *