କଟକ: ପାରିବାରିକ ବିବାଦ ମାମଲାରେ ଆଜି କୋର୍ଟରେ ହାଜର ହୋଇଛନ୍ତି ଉଭୟ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ। ତେବେ ଅନୁଭବଙ୍କ ଓକିଲ ସାକ୍ଷ୍ୟ ଗ୍ରହଣ ପୂର୍ବରୁ ସମସ୍ତ ଦସ୍ତାବିଜ୍ ଦେବାକୁ କୋର୍ଟଙ୍କ ପାଖରେ ନିବେଦନ କରିଥିଲେ। ଫଳରେ କୋର୍ଟ ପରବତ୍ତୀ ଶୁଣାଣି ପୂର୍ବରୁ ଅନୁଭବଙ୍କ ଆଡଭୋକେଟଙ୍କୁ କାଗଜପତ୍ର ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ୧୭ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now