ପତ୍ନୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା ସନ୍ଦେହ 

Spread the love

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗରରେ ଘଟିଛି ଅଭାବନୀୟ କାଣ୍ଡ । ଘର ଭିତରେ ସ୍ତ୍ରୀର କ୍ଷତାକ୍ତ ମୃତଦେହ ପଡି ରହିଥିବା ବେଳେ ଘର ଠାରୁ କିଛି ଦୂରରୁ ଉଦ୍ଧାର ହୋଇଛି ସ୍ୱାମିର ଝୁଲନ୍ତା ମୃତଦେହ । ପାରିପାଶ୍ୱିର୍କ ସ୍ଥିତିରୁ ପତ୍ନୀକୁ ହତ୍ୟା ପରେ ସ୍ୱାମୀ  ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।  ଆଜି ସକାଳେ ଖବର ପାଇ ଧାମନଗର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି । 

Leave a Reply

Your email address will not be published. Required fields are marked *