ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ ଭିତରକନିକା ଜାତୀୟ ଉଦ୍ୟାନ

Spread the love

ଭୁବନେଶ୍ୱର : ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ ଅର୍ଥାତ ମଙ୍ଗଳବାର ଠାରୁ ପର୍ଯ୍ୟଟକ ଙ୍କ ପାଇଁ ଖୋଲା ରହିବ । .ଦୀର୍ଘ ତିନି ମାସ ବନ୍ଦ ରହିବା ପରେ ଖୋଲିବାକୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ ।

ଉଲ୍ଲେଖନୀୟ ଯେ, ଜାତୀୟ ଉଦ୍ୟାନ ଏପ୍ରିଲ ୩୦ ତାରିଖରୁ ଜୁଲାଇ ୩୧ତାରିଖ ଯାଏଁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଥିଲା।

Leave a Reply

Your email address will not be published. Required fields are marked *