ଭୁବନେଶ୍ୱର : କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଯୋରନ୍ଦା ପଞ୍ଚାୟତ ଇନ୍ଦିପୁର ଗ୍ରାମ ପୋଖରୀରେ ଗାଧୋଉଥିବା ବେଳେ ବୁଡି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । । ମୃତ ଯୁବକ ଜଣକ ହେଲେ ଇନ୍ଦିପୁର ଗ୍ରାମର ଅଭିରାମ ପରିଡାଙ୍କ ପୁଅ ଆଦିତ୍ୟ ସାମନ୍ତ ସିଂହାର ବୋଲି ଜଣାପଡ଼ିଛି ।
ଆଠଗଡ଼ ଅଗ୍ନିଶମ ବାହିନୀ ପୋଖରୀ ମଧ୍ୟରୁ ଉଦ୍ଧାର କରି ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now