ଜିଲ୍ଲାସ୍ତରୀୟ ମୋହତ୍ସବ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ନୂଆପଡା ଜିଲ୍ଲା ଆୟୋଜିତ ହେଉଥିବା ଜିଲ୍ଲାସ୍ତରୀୟ ମାରାଗୁଡା ଲୋକ ମୋହତ୍ସବରେ ଯୋଗ ଦେବାପାଇଁ ଆସିଥିବା ବେଳେ ନୂଆପଡା ଜିଲ୍ଲାକୁ ବିକାଶର ସ୍ରୋତରେ ଆଗେଇ ନେବା ଏକ ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଶୋଭାଯାତ୍ରାରେ ମିନି ଷ୍ଟାଡିଅମ ଠାରେ ଆୟୋଜିତ ମାରାଗୁଡା ମହୋତ୍ସବ ମଞ୍ଚ ନିକଟରେ ପହଂଚିଥିଲେ ଏବଂ ୧୦୩.୪୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୨୬ଟି ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ୨୧୮.୨୨ କୋଟି ଟଙ୍କା ୩୭ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଆଗାମୀ ଦିନ ରେ ଜିଲ୍ଲା ତଥା ରାଜ୍ୟର ବିକାଶର ଧାରାକୁ ଆଗେଇ ନେବା ପାଇଁ 99 % ଜଳସେଚନ ସୁବିଧାର ରେଳପଥ ଏବଂ ରାଜପଥର ବିକାଶକୁ ତ୍ୱରାନ୍ୱିତ କରିବା ଦିଗରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବେ ବୋଲି ମତାବ୍ୟକ୍ତ କରିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *