ଟ୍ରକକୁ ପଛପଟୁ ପିଟିଲା ବୋଲେରୋ

Spread the love

କଟକ ଚାନ୍ଦବାଲି ରୋଡ଼ ଶିଶୁଆ ବଜାରରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ପଛପଟୁ ପିଟିଲା ବୋଲେରୋ l ଦୁର୍ଘଟଣାରେ ଆଠ ଜଣ ଆହତ ହୋଇ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି l ସେଥିମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି l ସମସ୍ତ ଆହତ ପୁରଷ ଓ ମହିଳା ପଟାମୁଣ୍ଡାଇ ଥାନା ବଉଳାଙ୍ଗ ଗ୍ରାମର ବୋଲି ସୂଚନା ମିଳିଛି l

Leave a Reply

Your email address will not be published. Required fields are marked *