ଶ୍ୱଶୁର ଘରେ ଜ୍ୱାଇଁ ର ଆତ୍ମହତ୍ୟା

Spread the love

ଭୁବନ : ଭୁବନ ଥାନା ଅନ୍ତର୍ଗତ ଭୂଷଳ ଗ୍ରାମରେ ପାରିବାରିକ କଳହ ରୁ ଶ୍ୱଶୁର ଘରେ ଜ୍ୱାଇଁ ଆତ୍ମହତ୍ୟା କରିଥିବା ଏକ ଦୁଃଖଦ ଖବର ମିଳିଛି । ପ୍ରାପ୍ତ ଖବର ରୁ ପ୍ରକାଶ ଯେ, ରତ୍ନାକର ପ୍ରଧାନ ଭୂଷଳ ଗ୍ରାମରେ ଦୀର୍ଘ ଦିନ ହେଲା ଘର ଜ୍ୱାଇଁ ଭାବେ ରହୁଥିଲେ । କୌଣସି କାରଣରୁ ଆଜି ସକାଳେ ସେ ବିଷ ପାନ କରି ଆତ୍ମହତ୍ୟା କରିଥିଲେ । ଏ ସଂପର୍କ ରେ ଖବର ପାଇ ଭୁବନ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇ କେଶ୍ ନମ୍ବର -୦୭/୨୦୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

Leave a Reply

Your email address will not be published. Required fields are marked *